ବଲିଉଡ୍‌ ଯୌନ ଶିକାରୀରେ ଭରପୂର: କଙ୍ଗନା

Advertisment
କୃଷକଙ୍କୁ ଆତଙ୍କବାଦୀ ମନ୍ତବ୍ୟ, କଙ୍ଗନାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ

jagran.com

କଙ୍ଗନା ନିଜ ଅନୁଭୂତିକୁ ମନେ ପକାଇ ଟ୍ବିଟ୍‌ କରିଛନ୍ତି, ଯାହା ପାୟଲଙ୍କ ସହ ହୋଇଛି, ମୋ ସହ ବି କିଛି ବଡ଼ କଳାକାରମାନେ କରିଥିଲେ। ଭ୍ୟାନ୍‌ ଓ ରୁମ୍‌ ବନ୍ଦ ହେବା ପରେ ଅଶ୍ଲୀଳତା ପ୍ରଦର୍ଶନ କରିବା, କାମ ପାଇଁ ଘରକୁ ଆସି ମୋ ସହ ଜବରଦସ୍ତି ବି କରାଯାଇଛି। ତେଣୁ ବଲିଉଡ୍‌ ପୂରା ଯୌନ ଶିକାରୀରେ ଭରପୂର ବୋଲି କଙ୍ଗନା କହିଛନ୍ତି। ବଲିଉଡ୍‌ରେ ‘ମି-ଠୁ’ ଅଭିଯାନ ଫେଲ୍‌ ହୋଇଛି ଏବଂ ପାୟଲଙ୍କୁ ମଧ୍ୟ ଦିନେ ଚୁପ୍‌ କରାଇ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe