ଘରକୁ ଫେରିଲେ ବଲିଉଡ୍‌ର ବାବା ସଞ୍ଜୟ ଦତ୍ତ

Advertisment
ଘରକୁ ଫେରିଲେ ବଲିଉଡ୍‌ର ବାବା ସଞ୍ଜୟ ଦତ୍ତ

YouTube

ବଲିଉଡ୍‌ର ବାବା ସଞ୍ଜୟ ଦତ୍ତ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବାରୁ ଗତ ୮ ତାରିଖ ରାତିରେ ତାଙ୍କୁ ମୁମ୍ବାଇସ୍ଥିତ ଲୀଲାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ୍‌ ଆସିବାରୁ ତାଙ୍କୁ ନନ୍‌-କୋଭିଡ୍‌ ୱାର୍ଡରେ ରଖି ଚିକିତ୍ସା କରାଯାଉଥିଲା। ଆଜି ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସଂଜୟ ଘରକୁ ଫେରିଛନ୍ତି। ସେ ଘରକୁ ଫେରିବା ବେଳେ ସେଠାରେ ଉପସ୍ଥିତ ଫଟୋ ସାମ୍ବାଦିକମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଫଟୋ ଉଠାଇଥିଲେ। ସଞ୍ଜୟ ମଧ୍ୟ ହାତ ହଲାଇ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe