କପିଲ ଶର୍ମାଙ୍କ ବିରୋଧରେ ମାମଲା

Advertisment
ତୁମ ପତ୍ନୀଙ୍କ ମୋବାଇଲ ନମ୍ବର ମିଳିବ କି? କପିଲଙ୍କୁ ସୋସିଆଲ ମିଡିଆରେ ଏଭଳି ପ୍ରଶ୍ନ କଲେ ୟୁଜର୍ସ

The Quint

ନୂଆଦିଲ୍ଲୀ: ୨୦୧୫ ମସିହାରେ ଆମେରିକାରେ ଏକ ଚୁକ୍ତି ଉଲ୍ଲଂଘନ କରିଥିବା ଅଭିଯୋଗରେ ହାସ୍ୟାଭିନେତା କପିଲ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କପିଲଙ୍କୁ ସାଇ ୟୁଏସଏ କମ୍ପାନି ୬ଟି ସୋ’ ପାଇଁ ଅର୍ଥ ଦେଇଥିଲା। କିନ୍ତୁ ସେ ୫ଟି ସୋ’ କରିଥିଲେ। ତେବେ ଏବାବଦରେ କମ୍ପାନି ସହିଥିବା କ୍ଷତି ବାବଦ ଅର୍ଥ ସେ ଭରଣା କରିବେ ବୋଲି କହିଥିଲେ। କିନ୍ତୁ କମ୍ପାନି ପକ୍ଷରୁ ତାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଏହାକୁ ଶୁଣି ନଥିଲେ। ସାଇ ୟୁଏସଏ କମ୍ପାନି ନ୍ୟୁଜର୍ସିରେ ଅବସ୍ଥିତ। ଏହାର ପରିଚାଳନା ଅମିତ ଜେଟଲି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe