ସିଦ୍ଧାର୍ଥ ପିଠାନିଙ୍କୁ ସିବିଆଇର ଜେରା

Advertisment
ସିଦ୍ଧାର୍ଥ ପିଠାନିଙ୍କୁ ସିବିଆଇର ଜେରା

Filmymantra

ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଆଜି ସିବିଆଇ ସିଦ୍ଧାର୍ଥ ପିଠାନିଙ୍କୁ ଜେରା କରିଛି। ସିଦ୍ଧାର୍ଥ ଉଭୟ ସୁଶାନ୍ତ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ବନ୍ଧୁ ଏବଂ ସେ ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ଫ୍ଲାଟ୍‌ରେ ରହୁଥିଲେ। ଜୁନ୍‌ ୧୪ ତାରିଖ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଉଦ୍ଧାର ସମୟରେ ସିଦ୍ଧାର୍ଥ ଉପସ୍ଥିତ ଥିଲେ ଓ ସେ ହିଁ ମୁମ୍ବାଇ ପୁଲିସକୁ ଏ ସଂପର୍କରେ ପ୍ରଥମେ ଜଣାଇଥିଲେ। ସୂଚନାଯୋଗ୍ୟ, ଶୁକ୍ରବାର ସିବିଆଇ ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ପହଞ୍ଚି ସୁଶାନ୍ତଙ୍କ ରୋଷେୟା ନିରଜ ଏବଂ ତାଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡରାଙ୍କୁ ବି ଜେରା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe