ରିଲିଜ୍‌ ହେଲା ‘କୁଲି ନମ୍ବର ୱାନ୍‌’ ଟିଜର୍‌

Advertisment
ରିଲିଜ୍‌ ହେଲା ‘କୁଲି ନମ୍ବର ୱାନ୍‌’ ଟିଜର୍‌

sixstarmovie.blogspot.com

ବରୁଣ ଧାୱନ ଓ ସାରା ଅଲ୍ଲୀ ଖାନ୍‌ଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘କୁଲି ନମ୍ବର ୱାନ୍‌’ର ଟିଜର୍‌ ଆଜି ମୁକ୍ତିଲାଭ କରିଛି। ଆମାଜନ୍‌ ପ୍ରାଇମ୍‌ ଭିଡିଓ ଇଣ୍ଡିଆର ଆଧିକାରିକ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହାକୁ ରିଲିଜ୍‌ କରାଯାଇଛି। ୩ ମିନିଟ୍‌ ୧୫ ସେକେଣ୍ଡର ଏହି ଟିଜର ରିଲିଜ୍‌ ହେବାର ୧ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ୧ ଲକ୍ଷରୁ ଊର୍ଧ୍ବ ଲୋକ ଦେଖିସାରିଛନ୍ତି। ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ କଲେ ‘କୁଲି ନମ୍ବର ୱାନ୍‌’ର ମୂଳ କାହାଣୀକୁ ଏଥିରେ ବିଶେଷ ପରିବର୍ତନ କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe