ନୂଆବର୍ଷରେ ‘ଦାହାନ୍’

‘ପ୍ରତୀକ୍ଷା‘, ‘ତ୍ରିକନ୍ୟା’ ଓ ‘କର୍ମ’ ପରେ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ତାଙ୍କର ନୂଆ ସିନେମା ‘ଦାହାନ୍’କୁ ନୂଆବର୍ଷରେ ରିଲିଜ୍ କରିବାର ଯୋଜନା କରିଛନ୍ତି।

dahhan

‘ପ୍ରତୀକ୍ଷା‘, ‘ତ୍ରିକନ୍ୟା’ ଓ ‘କର୍ମ’ ପରେ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ତାଙ୍କର ନୂଆ ସିନେମା ‘ଦାହାନ୍’କୁ ନୂଆବର୍ଷରେ ରିଲିଜ୍ କରିବାର ଯୋଜନା କରିଛନ୍ତି। ଏ ସଂକ୍ରାନ୍ତରେ ସେ ସୂଚନା  ଦେଇଛନ୍ତି। ଅମୀୟ ପଟ୍ଟନାୟକ ପ୍ରଡକସନ୍ ବ୍ୟାନରରେ ନିର୍ମିତ ‘ଦାହାନ୍’ ତାଙ୍କର କାହାଣୀ ଉପରେ ପର୍ଯ୍ୟବସିତ। ଏଥିରେ ବର୍ଷା ପଟ୍ଟନାୟକ, ପାର୍ଥସାରଥୀ, ଅରୋଶିଖା ଓ ସିଜନ୍ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଅନୁପମ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକଙ୍କ ପ୍ରଯୋଜିତ ହରର୍ ଛବି ‘ଦାହାନ୍‌’ର ସିନେମାଟୋଗ୍ରାଫି କରିଛନ୍ତି ଦୀପକ କୁମାର।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe