ଜାଣନ୍ତି କି? ରଜରେ ରିଲିଜ୍ ହୋଇ ନଥିଲା ‘ପହିଲି ରଜ’

Advertisment

ରଜଦୋଳି, ରଜଗୀତ ଓ ରଜପାନ ଭଳି ପରମ୍ପରାକୁ କେତେକ ଓଡ଼ିଆ ଛବିରେ ଦେଖିବାକୁ ମିଳିଛି। ହେଲେ ଓଲିଉଡ୍‌ରେ ଏଯାଏ ଶୀର୍ଷକରେ ‘ରଜ’ ଶବ୍ଦ ଥିବା କେବଳ ଗୋଟିଏ ଛବି ହିଁ ନିର୍ମିତ ହୋଇଛି। ତାହା ହେଲା ନିରଞ୍ଜନ ରଣାଙ୍କ ପ୍ରଯୋଜିତ ତଥା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ପହିଲି ରଜ’।

trwrt

ରଜଦୋଳି, ରଜଗୀତ ଓ ରଜପାନ ଭଳି ପରମ୍ପରାକୁ କେତେକ ଓଡ଼ିଆ ଛବିରେ ଦେଖିବାକୁ ମିଳିଛି। ହେଲେ ଓଲିଉଡ୍‌ରେ ଏଯାଏ ଶୀର୍ଷକରେ ‘ରଜ’ ଶବ୍ଦ ଥିବା କେବଳ ଗୋଟିଏ ଛବି ହିଁ ନିର୍ମିତ ହୋଇଛି। ତାହା ହେଲା ନିରଞ୍ଜନ ରଣାଙ୍କ ପ୍ରଯୋଜିତ ତଥା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ପହିଲି ରଜ’। ୨୦୧୦ ରଜ ବଜାରରେ ମୁକ୍ତିଲାଭ କରାଇବାର ଲକ୍ଷ୍ୟରେ ନିର୍ମିତ ହୋଇଥିଲା ‘ପହିଲି ରଜ’। ହେଲେ ପ୍ରେକ୍ଷାଳୟ ନ ମିଳିବା କାରଣରୁ ରଜରେ ମୁକ୍ତିଲାଭ କରିପାରି ନଥିଲା ଏହି ଚଳଚ୍ଚିତ୍ର। ଏହା ସେହି ବର୍ଷ ଜୁଲାଇ ୭ ତାରିଖରେ ମୁକ୍ତିଲାଭ କରିଥିଲା।

ନକ୍ସଲ୍ କାହାଣୀକୁ ନେଇ ପ୍ରସ୍ତୁତ ଏହି ସିନେମାର ନିର୍ଦ୍ଦେଶନା ଦେଇ ତାପସ ସରଘରିଆ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ସିଦ୍ଧାନ୍ତ, ଅନୁ ଚୌଧୁରୀ, ଦେବାଶିଷ, ମିହିର ଦାସ, ପ୍ରିୟଙ୍କା, ଦେବୁ ବୋଷ, ଜୟୀ, ବ୍ରଜ ସିଂହ, ପିଣ୍ଟୁ ନନ୍ଦ, ମୀନକେତନ ଓ ଶଙ୍କର ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଡକ୍ଟର ରଜନୀ ରଂଜନ ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିବା ବେଳେ ଦେବଦାସ ଛୋଟରାୟ, ପଞ୍ଚାନନ ନାୟକ ଓ ରବିନାରାୟଣ ନନ୍ଦ ଏଥିରେ ଗୀତ ରଚନା କରିଥିଲେ। ସ୍ବର ସଂଯୋଜନା କରିଥିଲେ ଅଭିଜିତ ମଜୁମ୍‌ଦାର ଓ ରବିନାରାୟଣ ନନ୍ଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe