୧୪ଘଣ୍ଟାର ଅସ୍ତ୍ରୋପଚାର ଶେଷ ହୋଇଛି, ନେହାଙ୍କ ଆରୋଗ୍ୟ ପାଇଁ ଆପଣମାନଙ୍କ ପ୍ରାର୍ଥନା ଆବଶ୍ୟକ: ସୋଏବ

Advertisment

ଇବ୍ରାହିମ ପୋଷ୍ଟ ସେୟାର କରି ଲେଖିଛନ୍ତି- ସମସ୍ତଙ୍କୁ ନମସ୍କାର, ମୁଁ ଦୁଃଖିତ ଯେ ଗତକାଲି ରାତିରେ ମୁଁ ଆପଣଙ୍କୁ ଦୀପିକାଙ୍କ ଅସ୍ତ୍ରୋପଚାର ଅପଡେଟ୍ ଦେଇପାରିଲି ନାହିଁ।

ଇବ୍ରାହିମ ପୋଷ୍ଟ ସେୟାର କରି ଲେଖିଛନ୍ତି- ସମସ୍ତଙ୍କୁ ନମସ୍କାର, ମୁଁ ଦୁଃଖିତ ଯେ ଗତକାଲି ରାତିରେ ମୁଁ ଆପଣଙ୍କୁ ଦୀପିକାଙ୍କ ଅସ୍ତ୍ରୋପଚାର ଅପଡେଟ୍ ଦେଇପାରିଲି ନାହିଁ।

ପନଦସପନ୪ସ

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ଦୀପିକା କକ୍କରଙ୍କ କର୍କଟ ଅସ୍ତ୍ରୋପଚାର ଶେଷ ହୋଇଛି। ଅସ୍ତ୍ରୋପଚାର ପରେ ସୋଏବ ଇବ୍ରାହିମ ଏକ ପୋଷ୍ଟ ସେୟାର କରି ଦୀପିକାଙ୍କ ଅସ୍ତ୍ରୋପଚାର ବିଷୟରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। 

Dipika Kakar Surgery: 14 घंटे तक चली दीपिका कक्कड़ की कैंसर की सर्जरी, पति शोएब ने कहा ICU में हैं एक्ट्रेस

ସୋଏବ ଇବ୍ରାହିମ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରି ଦୀପିକାଙ୍କ ଅସ୍ତ୍ରୋପଚାରର ଏକ ଅପଡେଟ୍ ଦେଇଛନ୍ତି। ଇବ୍ରାହିମ ପୋଷ୍ଟ ସେୟାର କରି ଲେଖିଛନ୍ତି- ସମସ୍ତଙ୍କୁ ନମସ୍କାର, ମୁଁ ଦୁଃଖିତ ଯେ ଗତକାଲି ରାତିରେ ମୁଁ ଆପଣଙ୍କୁ ଏ ଅପଡେଟ୍ ଦେଇପାରିଲି ନାହିଁ। ଏହା ଏକ ବହୁତ ଲମ୍ବା ଅସ୍ତ୍ରୋପଚାର ଥିଲା। ମୁଁ ୧୪ ଘଣ୍ଟା ଧରି ଓଟିରେ ଥିଲି। ବର୍ତ୍ତମାନ ସବୁକିଛି ଠିକ୍ ଅଛି।

ଦୀପିକା ଏବେ ଆଇସିୟୁରେ ଅଛନ୍ତି କାରଣ ସେ କିଛି ଯନ୍ତ୍ରଣା ଅନୁଭବ କରୁଛନ୍ତି କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଆପଣମାନେ ଆମ ଦୁହିଁଙ୍କୁ ଦେଇଥିବା ପ୍ରେମ, ପ୍ରାର୍ଥନା ଏବଂ ସମର୍ଥନ ପାଇଁ ହୃଦୟରରୁ ଧନ୍ୟବାଦ ଜ୍ଞାପନ କରୁଛି।

ଦୀପିକା ଯେତେବେଳେ ଆଇସିୟୁରୁ ବାହାରକୁ ଆସିବେ, ମୁଁ ନିଶ୍ଚୟ ଆପଣମାନଙ୍କୁ ଅପଡେଟ୍ ଦେବି। ପୁଣି ଥରେ ଧନ୍ୟବାଦ।ଦୀପିକାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ ଆପଣମାନଙ୍କ ନିକଟରେ ମୋର ଏତିକି ଅନୁରୋଧ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe