ମୃତ୍ୟୁ ପୂର୍ବରୁ ଅଙ୍କିତାଙ୍କୁ ଫୋନ୍‌ କରିଥି‌‌ଲେ ଦିଶା

ମୃତ୍ୟୁ ପୂର୍ବରୁ ଅଙ୍କିତାଙ୍କୁ ଫୋନ୍‌ କରିଥି‌‌ଲେ ଦିଶା

India TV News

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍‌ଙ୍କ ମୃତ୍ୟୁକୁ ନେଇ ମୁମ୍ବାଇ ପୁଲିସ୍‌ ଆଜି ସ୍ପଷ୍ଟୀକରଣ ଦେଇଛି। ମୃତ୍ୟୁ ପୂର୍ବରୁ ଦିଶା ୧୦୦କୁ ଡାଏଲ କରିବା ନେଇ ଯେଉଁ ଆଲୋଚନା ହେଉଛି, ତାହା ସଂପୂର୍ଣ୍ଣ ମିଛ। ଏହା ଏକ ଗୁଜବ। ମୃତ୍ୟୁ ପୂର୍ବରୁ ସେ ଶେଷଥର ପାଇଁ ତାଙ୍କ ସାଙ୍ଗ ଅଙ୍କିତାଙ୍କ ସହ କଥା ହୋଇଥିଲେ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ଦିଶାଙ୍କ ମୃତ୍ୟୁ ହୋଇଥିଲା। ସେ ଆତ୍ମହତ୍ୟା କରିଥିଲେ ଏବଂ ତାଙ୍କ ମୃତ୍ୟୁ ସହ ସୁଶାନ୍ତଙ୍କ ମୃତ୍ୟୁର କିଛି ନା କିଛି ସାମଞ୍ଜସ୍ୟ ରହିଛି ବୋଲି ମଝିରେ ଆଲୋଚନା ଜୋର୍‌ ଧରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe