ଦିଶାଙ୍କ ସୂର୍ଯ୍ୟସ୍ନାନ

Advertisment
ଦିଶାଙ୍କ ସୂର୍ଯ୍ୟସ୍ନାନ

ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ବଲିଉଡ୍‌ ଅଭିନେତ୍ରୀ ଦିଶା ପଟ୍ଟାନୀଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା‌‌ରେ ଲାଗିଛି। ଫଟୋରେ ଦିଶା ବିକିନି ପିନ୍ଧି ଏକ ସ୍ବିମିଂ ପୁଲ୍‌ରେ ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ଛିଡ଼ା ହୋଇଥିବା ନଜର ଆସୁଛନ୍ତି। ନିଜକୁ ଫିଟ୍‌ ରଖିବା ପାଇଁ ଦିଶା ଏପରି କରୁଥିବା ଜଣାଇଛି। ତେ‌େବ‌ ଦିଶା ନିଜ ଇନ୍‌ଷ୍ଟ‌ାଗ୍ରାମ୍‌ରେ ଏହି ଫଟୋକୁ ପୋଷ୍ଟ କରିବା ପରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଏହାକୁ ପସନ୍ଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe