ଶାହରୁଖ୍‌ ଖାନ୍‌ କେମିତି ଏତେ ପଇସା ରୋଜଗାର କରନ୍ତି, ଆପଣ ଜାଣନ୍ତି କି?

Advertisment

ଶାହରୁଖ୍‌ଙ୍କ ପଇସା ରୋଜଗାର କରିବାର କୌଶଳ କ’ଣ?

ଶାହରୁଖ୍‌ଙ୍କ ପଇସା ରୋଜଗାର କରିବାର କୌଶଳ କ’ଣ?

ଶାହରୁଖ୍‌ ଖାନ୍‌ କେମିତି ଏତେ ପଇସା ରୋଜଗାର କରନ୍ତି, ଆପଣ ଜାଣନ୍ତି କି?

publive-image publive-image

ଅଭିନବ ଚିନ୍ତାଧାରା: ଶାହରୁଖ୍‌ ନୂଆ ଶୈଳୀରେ ପ୍ରମୋସ୍‌ନାଲ୍‌ ଆକ୍‌ଟିଭିଟି କରନ୍ତି, ଯେଉଁଥିରୁ ମାତ୍ରାଧିକ ପରିମାଣର ଲାଭ ହୋଇଥାଏ।
ଉଚ୍ଚ ଧରଣର ବିଜ୍ଞାପନ ତାରକା: କିଙ୍ଗ୍‌ ଖାନ୍‌ ବହୁତ ଗୁଡ଼ାଏ ବ୍ରାଣ୍ଡ୍‌ ପାଇଁ ବିଜ୍ଞାପନ କରି ବହୁ ଚର୍ଚ୍ଚିତ ହୋଇ ନିଜର ଏକ ‘ବ୍ରାଣ୍ଡ୍‌ ଏସ୍‌ଆର୍‌କେ’ କରି ଦେଇଛନ୍ତି।
ସାଟେଲାଇଟ୍‌ ରାଇଟ୍‌ସ ବିକ୍ରି କରିବା: ଶାହରୁଖ୍‌ ଜାଣନ୍ତି ଯେ ଏମିତି ବହୁତ ସିନେମାପ୍ରେମୀ ଅଛନ୍ତି ଯେଉଁମାନେ ମଲ୍‌ଟିପ୍ଲେକ୍ସ୍‍ରେ ସିନେମା ଦେଖିବାକୁ ସମର୍ଥ ନୁହନ୍ତି।
ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା: କିଙ୍ଗ୍‌ ଖାନ୍‌ କୌଣସି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ପ୍ରାୟ ୯୦ ଲକ୍ଷ ଟଙ୍କା ନେଇଥା’ନ୍ତି ଓ ବିବାହ ସମାରୋହରେ ଯୋଗ ଦେବା ପାଇଁ ପ୍ରାୟ ୮ କୋଟି ଟଙ୍କା ନିଅନ୍ତି।
ବ୍ୟବସାୟ କୌଶଳ: ଶାହରୁଖ୍‌ ସହର ପରିଭ୍ରମଣ ଠାରୁ ଆରମ୍ଭ କରି ସାମ୍ବାଦିକ ସମ୍ମିଳନୀ ଡକଇବା ସହ ଅନେକ ଟିଭି ରିଆଲିଟି ସୋ’ କୁ ମଧ୍ୟ ଆସନ୍ତି।
ସ୍ମାର୍ଟ୍‌ ପୁଞ୍ଜି ନିବେଶ: ଶାହାରୁଖ ଦେଶ ବିଦେଶର ବହୁ ସ୍ଥାନରେ ଜମି କିଣାରେ ପୁଞ୍ଜି ନିବେଶ କରିଥିବା ସହ ଆଇପିଏଲ୍‌ ଟିମ୍‌ କିଣିଛନ୍ତି ଓ ନିଜର ପ୍ରଡକ୍ସନ୍‌ ହାଉସ୍‌ ମଧ୍ୟ ଖୋଲିଛନ୍ତି।
ଲାଭ ଓ ପର୍‌ସେନ୍‌ଟେଜ୍‌ ଦାବି କରିବା: ଖବର ଅନୁସାରେ ଅମିର ଖାନ୍‌ ୟସ୍‌ରାଜ୍‌ ବ୍ୟାନର୍‌କୁ ଧୁମ୍‌-୩ ପାଇଁ ଲାଭର ୩୩ ପ୍ରତିଶତ ମାଗିଥିବା ବେଳ ଶାହରୁଖ୍‌ ଅଧିକ ମାଗନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe