ଏଲଭିଶଙ୍କ ଘର ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାରେ 'ଭାଉ ଗ୍ୟାଙ୍ଗ' ନିଜକୁ କଲା ଦାୟୀ

Advertisment

ଏଲଭିଶ ଯାଦବଙ୍କ ବାପା ଏହି ଗୁଳିକାଣ୍ଡ ଘଟଣାକୁ ନେଇ ପୁଲିସରେ ଅଭିଯୋଗ କରିଛନ୍ତି। ତେବେ ଏହି ଗୁଳିକାଣ୍ଡ କିଏ ଓ କାହିଁକି କଲା ବୋଲି ସମସ୍ତଙ୍କ ମନ‌ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭାଉ ଗ୍ୟାଙ୍ଗ ଏଥିପାଇଁ ନିଜକୁ ଦାୟୀ କରିଛି।

ଏଲଭିଶ ଯାଦବଙ୍କ ବାପା ଏହି ଗୁଳିକାଣ୍ଡ ଘଟଣାକୁ ନେଇ ପୁଲିସରେ ଅଭିଯୋଗ କରିଛନ୍ତି। ତେବେ ଏହି ଗୁଳିକାଣ୍ଡ କିଏ ଓ କାହିଁକି କଲା ବୋଲି ସମସ୍ତଙ୍କ ମନ‌ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭାଉ ଗ୍ୟାଙ୍ଗ ଏଥିପାଇଁ ନିଜକୁ ଦାୟୀ କରିଛି।

New Project (33)

ଗୁରୁଗ୍ରାମ: ହରିୟାଣାର ଏଲଭିଶ ଯାଦବ ବିଦେଶରେ ଥିବା ବେଳେ ତାଙ୍କ ଘର ଉପରକୁ ଗୁଳିମାଡ଼ ହେବାପରେ ୟୁଟ୍ୟୁବରଙ୍କ ପରିବାର ଭୟଭୀତ ହୋଇପଡ଼ିଛନ୍ତି।

ଏଲଭିଶ ଯାଦବଙ୍କ ବାପା ଏହି ଗୁଳିକାଣ୍ଡ ଘଟଣାକୁ ନେଇ ପୁଲିସରେ ଅଭିଯୋଗ କରିଛନ୍ତି। ତେବେ ଏହି ଗୁଳିକାଣ୍ଡ କିଏ ଓ କାହିଁକି କଲା ବୋଲି ସମସ୍ତଙ୍କ ମନ‌ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭାଉ ଗ୍ୟାଙ୍ଗ ଏଥିପାଇଁ ନିଜକୁ ଦାୟୀ କରିଛି।

ସୋସିଆଲ ମିଡିଆରେ ଏକ ପୋଷ୍ଟରେ, 'ଭାଉ ଗ୍ୟାଙ୍ଗ' ସଦସ୍ୟ ଗ୍ୟାଙ୍ଗଷ୍ଟର ନୀରଜ ଫରିଦପୁର ଏବଂ ଭାଉ ରିଟୋଲିଆ ଏଲଭିଶ ଯାଦବଙ୍କ ଘରେ ଉପରକୁ ହୋଇଥିବା ଗୁଳିକାଣ୍ଡ ଘଟଣାରେ ନିଜର ଦାୟୀ କରିଛନ୍ତି। 

ରିଟୋଲିଆ ପୋଷ୍ଟରେ ଲେଖିଛନ୍ତି, "ଆଜି ଏଲଭିଶ ଯାଦବଙ୍କ ଘର ଉପରକୁ ହୋଇଥିବା ଗୁଳିମାଡ଼ ଆମ ଦ୍ୱାରା କରାଯାଇଥିଲା। ସେ ବେଟିଂ ଆପ୍ ପ୍ରଚାର କରି ଅନେକ ଘର ନଷ୍ଟ କରିଦେଇଛନ୍ତି। କେବଳ  ଏଲଭିଶ ନୁହନ୍ତି ବେଟିଂ ଆପ ପ୍ରଚାର କରୁଥିବା ଅନ୍ୟ ସୋସିଆଲ ମିଡିଆ ବ୍ୟକ୍ତିତ୍ୱ ମଧ୍ୟ ଆଗାମୀ ଦିନରେ ଗୁଳି କିମ୍ବା କଲ୍ ସମ୍ମୁଖୀନ ହୋଇପାରନ୍ତି। ଏହା ଆମର ସେମାନଙ୍କୁ ଆଗୁଆ ଚେତାବନୀ ରହିଲା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe