ଓଡ଼ିଆ ସଂଗୀତ ଓ କଳାକାରଙ୍କୁ ଉତ୍ସାହିତ କରନ୍ତୁ: ପ୍ରେମାନନ୍ଦ

Advertisment
ଓଡ଼ିଆ ସଂଗୀତ ଓ କଳାକାରଙ୍କୁ ଉତ୍ସାହିତ କରନ୍ତୁ: ପ୍ରେମାନନ୍ଦ

‘ସବୁବେଳେ ସମସ୍ତେ ଅଭିଯୋଗ କରନ୍ତି ଯେ ଓଡ଼ିଆ ସଂଗୀତ ଅଲଗା ଭାଷାରୁ କପି କରାଯାଉଛି ମାତ୍ର କେହି କେବେ କୁହନ୍ତି ନାହିଁ ଯେ ଓଡ଼ିଆ ଭାଷାର ସଂଗୀତକୁ ଅଲଗା ଭାଷାର ସଙ୍ଗୀତ ନିର୍ଦ୍ଦେଶକ ମାନେ କପି କରନ୍ତି।’ ଏହି ଭଳି କିଛି ଅଭିଯୋଗ ବିରୋଧରେ ଆଜି ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଲୋକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ପ୍ରେମାନନ୍ଦ ଖାଲି କଥାରେ ନୁହେଁ, ତାଙ୍କ ନିର୍ଦ୍ଦେଶିତ ଲଭ୍ ପ୍ରୋମିଜ୍ ସଙ୍ଗୀତକୁ ଆସାମୀ ଭାଷାରେ କପି କରାଯାଇଥିବାର ଏକ ଉଦାହରଣ ଇନ୍‌ଷ୍ଟାଗ୍ରାମରେ ଦେଇଛନ୍ତି। ଓଲିଉଡ୍‌ର ଅନ୍ୟ କଣ୍ଠଶିଳ୍ପୀମାନେ ମଧ୍ୟ ପ୍ରେମାନନ୍ଦଙ୍କୁ ସମର୍ଥନ କରିଛନ୍ତି। ଏହି ଅଭିଯୋଗକୁ ବିରୋଧ କରିବା ସହିତ ଓଡ଼ିଆ ସଙ୍ଗୀତ ଓ କଳାକାରଙ୍କୁ ସମ୍ମାନ ଦେବାକୁ ସେ ଲୋକଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe