ଓରିଓ ବିସ୍କୁଟରେ ସୁଶାନ୍ତଙ୍କ ଛବି ତିଆରି କଲେ ପ୍ରଶଂସକ

Advertisment
ଓରିଓ ବିସ୍କୁଟରେ ସୁଶାନ୍ତଙ୍କ ଛବି ତିଆରି କଲେ ପ୍ରଶଂସକ

Peppertales.in

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ବିତି ଯାଇଥି‌ଲେ ବି ପ୍ରଶଂସକମାନେ ତାଙ୍କୁ ପାସୋରି ପାରିନାହାନ୍ତି। ବିଭିନ୍ନ ଉପାୟରେ ଏହି ତାରକାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଚାଲିଛନ୍ତି। ଏବେ ଜଣେ ପ୍ରଶଂସକ ଓରିଓ ବିସ୍କୁଟରେ ସୁଶାନ୍ତଙ୍କ ଛବି ପ୍ରସ୍ତୁତ କରିଛନ୍ତି। ଏହା କେବଳ ସୁଶାନ୍ତଙ୍କ ପ୍ରତି ତାଙ୍କର ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ନୁହେଁ, ତାଙ୍କ ସୃଜନଶୀଳ ବିଚାର ମଧ୍ୟ। ଉଲ୍ଲେଖଯୋଗ୍ୟ, ଏବେ ବି ସୁଶାନ୍ତଙ୍କ ମୃତ୍ୟୁ ମାମଲା ସନ୍ଦେହଘେରରେ ରହିଥିବା ବେଳେ ପୁଲିସ ତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe