ଫରାହଙ୍କ ରୋଷେୟା ଶାହରୁଖଙ୍କ ସହ କରିବେ ସୁଟିଂ

Advertisment

ଫରାହ ଖାନଙ୍କ ରୋଷେୟା ଶାହରୁଖଙ୍କ ସହ କରିବେ ସୁଟିଂ। ଫରାହଙ୍କୁ ରୋଷେୟା କଲେ ବିଏମଡବ୍ଲ୍ୟୁ କାର ଦାବି।ଫରାହ ଖାନଙ୍କ ରୋଷେୟା ଦୀପକଙ୍କ ବିହାରରେ ତିନିତାଲା ବିଶିଷ୍ଟ ଏକ ବଡ଼ ବଙ୍ଗଳା ଅଛି ।

ଫରାହ ଖାନଙ୍କ ରୋଷେୟା ଶାହରୁଖଙ୍କ ସହ କରିବେ ସୁଟିଂ। ଫରାହଙ୍କୁ ରୋଷେୟା କଲେ ବିଏମଡବ୍ଲ୍ୟୁ କାର ଦାବି।ଫରାହ ଖାନଙ୍କ ରୋଷେୟା ଦୀପକଙ୍କ ବିହାରରେ ତିନିତାଲା ବିଶିଷ୍ଟ ଏକ ବଡ଼ ବଙ୍ଗଳା ଅଛି ।

uikugj

ନୂଆଦିଲ୍ଲୀ: କୋରିଓଗ୍ରାଫର ଫରାହ ଖାନ ୟୁଟ୍ୟୁବରେ ରୋଷେଇ ବ୍ଲଗ ତିଆରି କରନ୍ତି। ଏହି ଭିଡିଓଗୁଡ଼ିକ ଯୋଗୁଁ ଫରାହ ଖାନଙ୍କ ରୋଷେୟା ଦିଲୀପ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି।

ନିକଟରେ ଫାରା ଖାନ କରଣ ୱାହିଙ୍କ ଘରକୁ ଯାଇଥିଲେ। ଏହି ସମୟରେ କରଣ ପଟେଲ ମଧ୍ୟ ସେଠାରେ ଥିଲେ। ସମସ୍ତେ ମିଶି ସେଠାରେ ଅଟାର ହାଲୁଆ ତିଆରି କରିଥିଲେ।

ଅଧିକପଢ଼ନ୍ତୁ:   ବିଗ୍ ବସ୍ ପରିବର୍ତ୍ତେ ପାଗଳଖାନାକୁ ଯିବାକୁ ପସନ୍ଦ କରିବି: କୁନାଲ କାମ୍ରା

ଏହି ସମୟରେ ଫରାହ ଖାନ କହିଥିଲେ,‘ ଦିଲୀପ ଶାହରୁଖ ଖାନଙ୍କ ସହ ସୁଟିଂ କରିବାକୁ ଯାଉଛନ୍ତି। ସେ ଏକ ବିଜ୍ଞାପନର ସୁଟିଂ କରିବେ। ଆପଣ ଜାଣନ୍ତି ଦିଲୀପଙ୍କର ବିହାରରେ ତିନିତାଲା ବିଶିଷ୍ଟ ଏକ ବଙ୍ଗଳା ମଧ୍ୟ ଅଛି। ସେଠାରେ ତାଙ୍କ ସ୍ତ୍ରୀ, ପିଲା ଓ ବାପା ଓ ମା’ ବସବାସ କରନ୍ତି। ଦିଲୀପ ମୋ ସହ ମୁମ୍ବାଇରେ ରୁହନ୍ତି।’

ଅଧିକପଢ଼ନ୍ତୁପୁଟିନଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି ଟ୍ରମ୍ପ୍: ୟୁରୋପର ସୁରକ୍ଷା ବିପଦରେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe