ଶରତ ସମ୍ରାଟ୍ ଫିଲ୍ମସ ନିବେଦିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ଚଉଠି ରାତି- ଏ ଡ୍ରିମ୍ ପାରାଡାଇଜ୍’ର ସୁଟିଂ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି। ଫିଲ୍ମର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି ଶରତ ସମ୍ରାଟ।
Horoscope 2026 February 14 : ଜାଣନ୍ତୁ ଆଜିର ରାଶିଫଳ
ସମୀର-ତିମିର ଓ ଶକ୍ତିପ୍ରସାଦ ମିଶ୍ରଙ୍କ ସଂଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର, ଅସୀମା ପଣ୍ଡା, ସ୍ବୟମ୍ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ସତ୍ୟଜିତ ପ୍ରଧାନ, ଅନନ୍ୟା ଶ୍ରୀତମ୍ ନନ୍ଦ, ବିଷ୍ଣୁମୋହନ କବି ଓ ସଞ୍ଜୁ ମହାନ୍ତି। ଏହାର ମୁଖ୍ୟ ଚରିତ୍ରରେ ଶରତ ସମ୍ରାଟ ଓ ମୁମିତା ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ନିର୍ଦ୍ଦେଶକ ଆଶା ପ୍ରକାଶ କରିଛନ୍ତି।
Hockey: ବେଲ୍ଜିୟମ୍ର ବିଜୟଧାରା ଜାରି; ଆସନ୍ତାକାଲି ଭାରତ-ବେଲ୍ଜିୟମ ମୁକାବିଲା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/14/dagdgdgdg-2026-02-14-00-09-58.jpg)