ସଲ୍‌ମାନଙ୍କ ଘରେ ଅନୁପ୍ରବେଶ କରିଥିଲେ ଅଭିନେତ୍ରୀ: ପୁଲିସ ସୁରକ୍ଷା ବ୍ୟବସ୍ଥାରେ କଲା ଏପରି ପରିବର୍ତ୍ତନ

Advertisment

ସଲମାନ ଖାନଙ୍କ ସୁରକ୍ଷା ପାଇଁ ଏକ ନୂତନ ବ୍ୟବସ୍ଥା ଉପରେ ବିଚାର କରାଯାଉଛି। ପ୍ରସ୍ତାବିତ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ, ଏଣିକି ଗାଲାକ୍ସି କୋଠାରେ ପ୍ରବେଶ କରୁଥିବା ଯେକୌଣସି ନୂତନ ପ୍ରବେଶକାରୀଙ୍କୁ ପ୍ରବେଶ କରିବା ପୂର୍ବରୁ  ସେଠାରେ ରହୁଥିବା ଜଣେ ବାସିନ୍ଦାଙ୍କ ସହିତ ତାଙ୍କର ପରିଚୟ ଜଣାଇବାକୁ ପଡିବ। 

iyuiui

ମୁମ୍ବାଇ: ମୁମ୍ବାଇରେ ଥିବା ସଲ୍‌ମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଅନୁପ୍ରବେଶ କରିଥିବା ଦୁଇ ଅନୁପ୍ରବେଶକାରୀଙ୍କ ବିରୋଧରେ ମୁମ୍ବାଇ ପୁଲିସ ମାମଲା ରୁଜୁ କରିଛି। 

ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମଡେଲ ଏବଂ ଅଭିନେତ୍ରୀ ଇଶା ଛାବ୍ରା ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଛତିଶଗଡ଼ର ବାସିନ୍ଦା ଜିତେନ୍ଦ୍ର କୁମାର ଥିବା ଜଣାପଡ଼ିଛି। ଉଭୟଙ୍କୁ ପୁଲିସ ଗିରଫ କରି ପଚରାଉଚରା ଜାରି ରଖିଛି। ଏସବୁ ମଧ୍ୟରେ, ସଲମାନ ଖାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଅନ୍ୟ ଏକ ପଦକ୍ଷେପ ନେଇଛି।

ମୁମ୍ବାଇ ପୁଲିସ ସୂତ୍ରରୁ ପ୍ରକାଶ, ସଲମାନ ଖାନଙ୍କ ସୁରକ୍ଷା ପାଇଁ ଏକ ନୂତନ ବ୍ୟବସ୍ଥା ଉପରେ ବିଚାର କରାଯାଉଛି। ପ୍ରସ୍ତାବିତ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ, ଏଣିକି ଗାଲାକ୍ସି କୋଠାରେ ପ୍ରବେଶ କରୁଥିବା ଯେକୌଣସି ନୂତନ ପ୍ରବେଶକାରୀଙ୍କୁ ପ୍ରବେଶ କରିବା ପୂର୍ବରୁ  ସେଠାରେ ରହୁଥିବା ଜଣେ ବାସିନ୍ଦାଙ୍କ ସହିତ ତାଙ୍କର ପରିଚୟ ଜଣାଇବାକୁ ପଡିବ। 

ଅଭିନେତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ୨ଜଣ ବ୍ୟକ୍ତି ଜୋରଜବରଦସ୍ତ ପ୍ରବେଶ କରିବାକୁ ଚେଷ୍ଟା କରି ଧରାପଡ଼ିଥିବାର ଦୁଇଟି ଗୁରୁତର ଘଟଣା ସାମ୍ନାକୁ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe