ଗୁରୁ ଦିବସରେ ‘ଗୁରୁଜୀ ନମସ୍କାର’

Advertisment

ଓଡ଼ିଆ ସିନେମା ‘ଗୁରୁଜୀ ନମସ୍କାର’ ଚଳିତ ବର୍ଷ ଗୁରୁ ଦିବସରେ ମୁକ୍ତିଲାଭ କରିବାକୁ ଯାଉଛି। ସଂକେତ ତ୍ରିପାଠୀଙ୍କ ପ୍ରଯୋଜିତ ଏହି ସିନେମାର ପୋଷ୍ଟ ପ୍ରଡକସନ୍ କାମ ଶେଷ ହୋଇଛି ଏବଂ ଖୁବ୍ ଶୀଘ୍ର ଏହାର ସେନସର୍ କରାଯିବ।

ଓଡ଼ିଆ ସିନେମା ‘ଗୁରୁଜୀ ନମସ୍କାର’ ଚଳିତ ବର୍ଷ ଗୁରୁ ଦିବସରେ ମୁକ୍ତିଲାଭ କରିବାକୁ ଯାଉଛି। ସଂକେତ ତ୍ରିପାଠୀଙ୍କ ପ୍ରଯୋଜିତ ଏହି ସିନେମାର ପୋଷ୍ଟ ପ୍ରଡକସନ୍ କାମ ଶେଷ ହୋଇଛି ଏବଂ ଖୁବ୍ ଶୀଘ୍ର ଏହାର ସେନସର୍ କରାଯିବ।

sfsfsccx

ଓଡ଼ିଆ ସିନେମା ‘ଗୁରୁଜୀ ନମସ୍କାର’ ଚଳିତ ବର୍ଷ ଗୁରୁ ଦିବସରେ ମୁକ୍ତିଲାଭ କରିବାକୁ ଯାଉଛି। ସଂକେତ ତ୍ରିପାଠୀଙ୍କ ପ୍ରଯୋଜିତ ଏହି ସିନେମାର ପୋଷ୍ଟ ପ୍ରଡକସନ୍ କାମ ଶେଷ ହୋଇଛି ଏବଂ ଖୁବ୍ ଶୀଘ୍ର ଏହାର ସେନସର୍ କରାଯିବ। ଜିତେନ୍ଦ୍ରୀୟ ପ୍ରଧାନଙ୍କ ନିର୍ଦ୍ଦେଶିତ ଏହି ଛବିରେ ‘କଥା ଦେଲି ମଥା ଛୁଇଁ’, ‘ଛବିରାଣୀ’ ଓ ‘ତ୍ରିକନ୍ୟା’ ଫେମ୍ ଅମନ ଶୀର୍ଷକ ଭୂମିକାରେ ଅଛନ୍ତି। ଶିବାଂଶୀ ସେନ୍, ଗୌରବ ମହାନ୍ତି, ଶ୍ରୁତି ଦାସମହାପାତ୍ର ଓ ଇଲୁ ବାନାର୍ଜୀ ପ୍ରମୁଖଙ୍କୁ ବି ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ସଂକେତ ତ୍ରିପାଠୀ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିବା ବେଳେ ଶ୍ରୀକାନ୍ତ ଗୌତମ ଗୀତ ରଚନା କରିଛନ୍ତି। ଅଭିଜିତ୍‌ ମଜୁମଦାର ଏହାର ସଙ୍ଗୀତ ନିର୍ଦ୍ଦେଶକ। ଏଥିରେ ସ୍ବୟମ୍ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ ଓ ନିଷାଦ୍ ପ୍ରମୁଖ କଣ୍ଠଦାନ କରିଛନ୍ତି। ସିନେମାର କଥାବସ୍ତୁ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଉପରେ ଆଧାରିତ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe