ଆସିଛନ୍ତି ‘ଗେମ୍ ଅଫ୍ ଥ୍ରୋନ୍‌ସ’ ତାରକା

Advertisment
ଆସିଛନ୍ତି ‘ଗେମ୍ ଅଫ୍ ଥ୍ରୋନ୍‌ସ’ ତାରକା

The Wrap

‘ଡିଅର୍‌’ର ଉକ୍ତ ଫ୍ୟାସନ୍ କାର୍ଯ୍ୟକ୍ରମରେ ଅନେକ ଅନ୍ତର୍ଜାତୀୟ ତାରକା ଯୋଗ ଦେଇଛନ୍ତି। କେତେଜଣ ଏଥିରେ ଭାଗ ନେବାକୁ ଆସିଥିବା ବେଳେ ଅନ୍ୟମାନେ ଦର୍ଶକ ଭାବେ ଉପସ୍ଥିତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ତାରକା ହେଉଛନ୍ତି ପୃଥିବୀ ପ୍ରସିଦ୍ଧ ଧାରାବାହିକ ‘ଗେମ୍ ଅଫ୍ ଥ୍ରୋନ୍‌ସ’ର ଅଭିନେତ୍ରୀ ମୈଜି ଵିଲିଅମ୍‌ସ ଯିଏ ସେଥିରେ ‘ଆରିୟା ଷ୍ଟାର୍କ’ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ମଙ୍ଗଳବାର ସେ ମୁମ୍ବାଇରେ ପହଞ୍ଚିବା ପରେ ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ହୋଟେଲ୍ ରୁମ୍‌ରୁ ଏକ ଅତ୍ୟୁତ୍ସାହିତ ଭିଡିଓ ଛାଡ଼ିଥିଲେ ଯେଉଁଥିରେ ସେ ଲାଲ ଟିକା ପିନ୍ଧିଥିବାର ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe