ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟରେ ଲଢ଼ୁଛନ୍ତି। ଏଭଳି ସମୟରେ ସେ ଟେଲିଭିଜନର ‘ଗୃହଲକ୍ଷ୍ମୀ’ ଜରିଆରେ ପରଦାକୁ ପୁଣି ଫେରୁଛନ୍ତି।
ଅଧିକପଢ଼ନ୍ତୁ:ରାହୁଲଙ୍କ ଧକ୍କାରେ ମୁଣ୍ଡ ଫାଟିବା ପରେ ମୋତେ ସର୍ତ୍ତକ ରହିବାକୁ ପଡ଼ିବ
ଗତ ଜୁଲାଇ ମାସରେ ହିନା ସ୍ତନ କର୍କଟ ପରେ ନିଜର ପ୍ରଥମ ଆସାଇନମେଣ୍ଟ ପାଇଁ କାମକୁ ଫେରୁଥିବା ଘୋଷଣା କରିଥିଲେ। ଏକ ପୋଷ୍ଟରେ ହିନା ଲେଖିଥିଲେ, ‘ସ୍ତନ କର୍କଟର ଶିକାର ହେବାପରେ ମୋର ଆସାଇନମେଣ୍ଟକୁ ଫେରିବା ଚ୍ୟାଲେଞ୍ଜିଂ ରହିଛି। ମୋର ଆପଣମାନଙ୍କୁ ଅନୁରୋଧ ଭଲ ସମୟ ଚାଲିଥିବା ବେଳେ ଜୀବନର ଭରପୂର ଆନନ୍ଦ ନିଅନ୍ତୁ। କାରଣ ଜୀବନ କେତେବେଳେ କେଉଁମୋଡ଼ ନେବ ତାହା କିଏ ବା ଜାଣିଛି। ’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/31/Cq4OUscrKWicNSqzN5tu.jpg)