ଜୁଲାଇ ୪ରେ ‘ଆଇ ଆମ୍ କାଳିଆ’

Advertisment

ଓଲିଉଡ୍‌ର ଲୋକପ୍ରିୟ ଅଭିନେତା ହରିହର ମହାପାତ୍ର ଓରଫ ହରିଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ଆଇ ଆମ୍ କାଳିଆ’ ଜୁଲାଇ ୪ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏହାର କାହାଣୀକାର ହେଲେ ଡକ୍ଟର ମୋନାଲିସା ମହାପାତ୍ର।

ଓଲିଉଡ୍‌ର ଲୋକପ୍ରିୟ ଅଭିନେତା ହରିହର ମହାପାତ୍ର ଓରଫ ହରିଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ଆଇ ଆମ୍ କାଳିଆ’ ଜୁଲାଇ ୪ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏହାର କାହାଣୀକାର ହେଲେ ଡକ୍ଟର ମୋନାଲିସା ମହାପାତ୍ର।

dgdagdadga

ଓଲିଉଡ୍‌ର ଲୋକପ୍ରିୟ ଅଭିନେତା ହରିହର ମହାପାତ୍ର ଓରଫ ହରିଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ଆଇ ଆମ୍ କାଳିଆ’ ଜୁଲାଇ ୪ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏହାର କାହାଣୀକାର ହେଲେ ଡକ୍ଟର ମୋନାଲିସା ମହାପାତ୍ର। ହରିହର ମହାପାତ୍ର ଏହାର ଚିତ୍ରନାଟ୍ୟ ଓ ସଂଳାପ ଲେଖିବା ସହ ନିର୍ଦ୍ଦେଶନା ବି ଦେଇଛନ୍ତି। ‘ରୁମ୍‌କୁ ଝୁମାନା’, ‘ଧୋରେ ବାବୁ ଧୋ’ ଓ ‘ଭଗିଆ ଭାରିଯା’ ପରେ ସେ ଏଥିରେ ପୁଣି ଥରେ ନାୟକ ଭୂମିକାରେ ନଜର ଆସିବେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପା ପଣ୍ଡା, କୁନା ତ୍ରିପାଠୀ ଓ ସାତ୍ୟକୀ ମିଶ୍ରଙ୍କୁ ବି ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ। ଲି ବ୍ଲିସ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ସିନେମାର ସଙ୍ଗୀତକାର ହେଲେ ବୈଦ୍ୟନାଥ ଦାଶ। ସୁବାସ ସାହୁ ଏହାର ପ୍ରଯୋଜକ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe