ବ୍ୟାକ୍‌ଲେସ୍‌ ଡ୍ରେସ୍‌ରେ ଜାହ୍ନବୀଙ୍କ ଫଟୋ ଭାଇରାଲ୍‌

Advertisment
ବ୍ୟାକ୍‌ଲେସ୍‌ ଡ୍ରେସ୍‌ରେ ଜାହ୍ନବୀଙ୍କ ଫଟୋ ଭାଇରାଲ୍‌

ଅଭିନେତ୍ରୀ ଜାହ୍ନବୀ କପୁର ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହୁଛନ୍ତି। ଏବେ ଇନଷ୍ଟାଗ୍ରାମରେ ତାଙ୍କର ୯୦ ଲକ୍ଷରୁ ଅଧିକ ଅନୁଗାମୀ ଥିଲେ ହେଁ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ହୋଇଥିବାରୁ ବଲିଉଡ୍‌ ପ୍ରବେଶ ପୂର୍ବରୁ ତାଙ୍କର ବହୁ ପ୍ରଶଂସକ ହୋଇଯାଇଥିଲେ। ନିକଟରେ ଜାହ୍ନବୀ ଏକ ନୀଳ, ବାଇଗଣୀ ଓ ଧଳା ରଙ୍ଗର ମିଶ୍ରଣ ଥିବା ବ୍ୟାକ୍‌ଲେସ ଡ୍ରେସ୍‌ ପରିଧାନ କରିଛନ୍ତି। ଏଥିରେ ଜାହ୍ନବୀ ବହୁତ ସୁନ୍ଦର ଦିଶୁଥିବା ବ‌େଳେ ସେ ଏହି ଫଟୋଟି ଅପ୍‌ଲୋଡ୍‌ କରିବାର କିଛି ସମୟ ମଧ୍ୟରେ ସାଢ଼େ ୩ଲକ୍ଷରୁ ଅଧିକ ଲାଇକ୍‌ ମିଳିଛି। ଜଣେ ପ୍ରଶଂସକ ଲେଖିଛନ୍ତି ଜାହ୍ନବୀଙ୍କ ଏହି ଫଟୋ ଦେଖିବା ପରେ ମୋ’ର ନିଃଶ୍ବାସ କିଛି କ୍ଷଣ ବନ୍ଦ ହୋଇଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe