ବଲିଉଡ୍‌ ଉପରେ ପୁଣି ବର୍ଷିଲେ କଙ୍ଗନା

Advertisment
ବଲିଉଡ୍‌ ଉପରେ ପୁଣି ବର୍ଷିଲେ କଙ୍ଗନା

Rediff.com

ଅଭିନେତ୍ରୀ କଙ୍ଗନା ରାଣାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ମଧ୍ୟରେ କଙ୍ଗନା ପୁଣି ବଲିଉଡ୍‌ ଉପରେ ବର୍ଷିଛନ୍ତି। ସେ ଟ୍ବିଟ୍‌ରେ କହିଛନ୍ତି, ସୋ’ ବିଜ୍‌ନେସ ଏକଦମ ବିଷାକ୍ତ ହୋଇଯାଇଛି। ଏହା ପୂର୍ବରୁ ସେ କହିଥିଲେ ଯେ ଫିଲ୍ମ ଶିଳ୍ପ କେବଳ କରନ ଜୋହର କିମ୍ବା ତାଙ୍କ ବାପା ତିଆରି କରିନାହାନ୍ତି। ଦାଦା ସାହେବ ଫା‌ଲ୍‌କେଙ୍କଠୁ ନେଇ ପ୍ରତ୍ୟେକ କଳାକାର, ଶ୍ରମିକ, ସୀମାରେ ସୁରକ୍ଷା ପାଇଁ ମୁତୟନ ସୈନିକ, ସମ୍ବିଧାନକୁ ସୁରକ୍ଷା ଦେଉଥିବା ନେତା, ଟିକେଟ୍‌ କିଣି ଫିଲ୍ମ ଦେଖୁଥିବା ଦର୍ଶକ ଓ କୋଟିକୋଟି ଭାରତୀୟ ଏହି ଫିଲ୍ମ ଶିଳ୍ପକୁ ସୁରକ୍ଷା ଦେଇଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe