ଶ୍ରୀଦବୀଙ୍କ ସାନ ଝିଅ ଖୁସି କପୁରଙ୍କ ବଲିଉଡ୍‌ ଡେବ୍ୟୁକୁ ନେଇ ଜଣାଇଲେ କରଣ ଜୋହର

Advertisment
ଶ୍ରୀଦବୀଙ୍କ ସାନ ଝିଅ ଖୁସି କପୁରଙ୍କ ବଲିଉଡ୍‌ ଡେବ୍ୟୁକୁ ନେଇ ଜଣାଇଲେ କରଣ ଜୋହର

bollywoodbubble.com

ମୁମ୍ବାଇ : ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁର ଫିଲ୍ମ ‘ଧଡ଼କ’ରୁ ବଲିଉଡ୍‌ ଡେବ୍ୟୁ କରି ସାରିଥିବା ବେଳେ ଏବେ ତାଙ୍କ ସାନ ଝିଅ ଖୁସି କପୁର ବଲିଉଡ୍‌ରେ ପାଦ ଦେବାକୁ ଯାଉଛନ୍ତି । ଏ ନେଇ ଜଣାଇଛନ୍ତି ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ।

publive-image Dailyhunt

ସୂଚନା ମୁତାବକ, ନେହା ଧୁପିଆଙ୍କ ରେଡିଓ ସୋ’ ନୋ ଫିଲ୍‌ଟର ନେହାରେ ଯୋଗ ଦେଇଥିବା ବେଳେ ତାଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା । । ୨୦୧୯ରେ ସେ କେଉଁ ଷ୍ଟାର୍‌ କିଡ୍‌ସଙ୍କୁ ଲଞ୍ଚ କରିବେ ବୋଲି ପଚରାଯାଇଥିଲେ । ଯାହାର ଉତ୍ତରରେ ସେ ଜାଭେଦ୍‌ ଜାଫ୍‌ରିଙ୍କ ପୁଅ ମିଜାନ୍‌ଙ୍କ ନାଁ ନେବା ସହ ଖୁସି କପୁରଙ୍କ ନାଁ ନେଇଥିଲେ । ତାଙ୍କର ଏହି ଉତ୍ତର ପରେ ଖୁସି କପୁରଙ୍କ ପରଦା ଉପରେ ଦେଖିବା ପାଇଁ ଦର୍ଶକଙ୍କ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ତେବେ ପରଦାରେ ସେ ନିଜ ଭଉଣୀଙ୍କୁ ଟକ୍କର ଦେଇ ପାରୁଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe