ତୈମୁରଙ୍କୁ ଖାଇବାକୁ ଦେଉ ନଥିବା କହି ଲୋକେ କରିଥିଲେ ଟ୍ରୋଲ, ଜବାବ ଦେବାକୁ ଯାଇ କରୀନା କହିଲେ; ତୈମୁର ଭୋକିଲା ନୁହେଁ, ମୋତେ ତ ସେ ମୋଟା ଲାଗୁଛି

ତୈମୁରଙ୍କୁ ଖାଇବାକୁ ଦେଉ ନଥିବା କହି ଲୋକେ କରିଥିଲେ ଟ୍ରୋଲ, ଜବାବ ଦେବାକୁ ଯାଇ କରୀନା କହିଲେ; ତୈମୁର ଭୋକିଲା ନୁହେଁ, ମୋତେ ତ ସେ ମୋଟା ଲାଗୁଛି

indianlink.com.au

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କୁପର ଖାନ୍‌ ଏବଂ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଭଳି ତାଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ମଧ୍ୟ ଦୁଇ ବର୍ଷ ବୟସରେ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ଅନେକ ସମୟରେ ତାଙ୍କର ବିଭିନ୍ନ ଫଟୋ ଭାଇରାଲ ହେଉଥିବା ଦେଖା ଯାଉଥିବା ବେଳେ ତାଙ୍କର ଗୋଟେ ଗୋଟେ ଫଟୋ ୧୫୦୦ଟଙ୍କାରେ ବିକ୍ରି ହେଉଥିବା କଥା ମଧ୍ୟ ସାମ୍ନାକୁ ଆସି ସାରିଛି ।

ତେବେ ଅନେକ ସମୟରେ ତୈମୁରଙ୍କ ପାଇଁ କରୀନାଙ୍କୁ ଲୋକେ ଟ୍ରୋଲ କରିଥାନ୍ତି । କିଛି ଦିନ ତଳେ ତୈମୁରଙ୍କ ଏକ ଫଟୋ ଦେଖି, "ତୈମୁରଙ୍କୁ ଦେଖି ଲାଗୁଛି ତାଙ୍କୁ ଖାଇବାକୁ ମିଳୁ ନାହିଁ । ଭୋକିଲା ଥିବା ଜଣା ପଡ଼ୁଛି । କରୀନା ଭଲ ମା’ ନୁହନ୍ତି" ବୋଲି କହି ଲୋକେ ଟ୍ରୋଲ କରିଥିଲେ ।

publive-image bollywoodshaadis.com

ଯାହାର ଜବାବ ରଖି କରୀନା, "ତୈମୁର ଭୋକିଲା ନୁହେଁ । ମୋତେ ତ ଲାଗୁଛି, ସେ ଆଜିକାଲି ବହୁତ ଖାଉଛି । ମୋତେ ତ ସେ ମୋଟୋ ହେବା ଭଳି ଲାଗୁଛି" ବୋଲି କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe