'Karma' in OTT: ଓଟିଟିରେ ‘କର୍ମ’

Advertisment

ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ଅନୁଭବ ମହାନ୍ତିଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘କର୍ମ’ ଓଟିଟି ମଞ୍ଚ ‘ଆଓ ନେକ୍ସଟ୍‌’ରେ ରିଲିଜ ହୋଇଛି। ୨୦୨୪ ପୂଜାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ଅନୁଭବ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ଥିଲେ ସୂର୍ଯ୍ୟମୟୀ।

karma

sambad.in

ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ଅନୁଭବ ମହାନ୍ତିଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘କର୍ମ’ ଓଟିଟି ମଞ୍ଚ ‘ଆଓ ନେକ୍ସଟ୍‌’ରେ ରିଲିଜ ହୋଇଛି। ୨୦୨୪ ପୂଜାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ଅନୁଭବ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ଥିଲେ ସୂର୍ଯ୍ୟମୟୀ। ‘କର୍ମ’ରେ ପ୍ରଥମ ଥର ପାଇଁ ଅନୁଭବ ଓ ସୂର୍ଯ୍ୟମୟୀଙ୍କ ସଫଳ ଯୋଡ଼ିକୁ ଦେଖିବାକୁ ମିଳିଥିଲା।

ଏହା ବାଦ୍‌ ଦିବ୍ୟା, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମଜିଠିଆ, ଉଦିତ ଗୁରୁ, ସନୋଜ ଓ ମନ୍ମୟ ଦେ ପ୍ରମୁଖଙ୍କ ଅଭିନୟ ବି ମନଛୁଆଁ ଥିଲା। ଆଶିଷ ପ୍ରଧାନଙ୍କ ସ୍ବରାରୋପିତ ‘କର୍ମ’ର ‘ଚିରିଙ୍ଗ ଚିରିଙ୍ଗ…’ ଗୀତ ଆଜି ବି ବେଶ୍ ଲୋକପ୍ରିୟ। ମାନସ ପଢ଼ିଆରୀ ଏହାର ସଂଳାପ ଲେଖିଥିବା ବେଳେ ସିନେମାଟୋଗ୍ରାଫି କରିଥିଲେ ଦୀପକ କୁମାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe