ଜୁଲାଇ ୧୬ରେ ‘କେଜିଏଫ୍ ୨’

Advertisment
ଜୁଲାଇ ୧୬ରେ ‘କେଜିଏଫ୍ ୨’

The Indian Express

ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘କେଜିଏଫ୍‌’ର ଦ୍ବିତୀୟ ଭାଗ ଜୁଲାଇ ୧୬ରେ ବଡ଼ ପରଦାକୁ ଆସିବ। ଏନେଇ ଆଜି ବି-ଟାଉନ୍‌ର ଅଭିନେତା ସଂଜୟ ଦତ୍ତ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଏ ବିଷୟରେ ଆଜି ସୂଚନା ଦେବା ପୂର୍ବରୁ ଦିନ ପ୍ରାୟ ୧୦ଟା ବେଳେ ପ୍ରଶଂସକଙ୍କୁ ଟ୍ବିଟ୍ କରି କହିଥିଲେ ଯେ ତାଙ୍କ ପୂର୍ବ ପ୍ରତିଶ୍ରୁତି ମୁତାବକ ସେ ଆଜି ସନ୍ଧ୍ୟା ୬ଟା ୩୨ ମିନିଟ୍‌ରେ କେଜିଏଫ୍‌ ୨ର ମୁକ୍ତିଲାଭ ତାରିଖ ଘୋଷଣା କରିବେ। ଆଉ ଆଜି ସନ୍ଧ୍ୟାରେ ସେ କେଜିଏଫ-୨ର ଏକ ପୋଷ୍ଟର୍‌ରେ ଉଲ୍ଲେଖ କରିଛନ୍ତି ଯେ ଆସନ୍ତା ଜୁଲାଇ ୧୬ରେ ସାରା ବିଶ୍ବରେ କେଜିଏଫ୍ ୨ ରିଲିଜ୍ ହେବ। ତେବେ ରିଲିଜ୍ ତାରିଖ ଘୋଷଣା ହେବା ପରେ ତାଙ୍କ ପ୍ରଶଂସକମାନେ ଖୁସି ବ୍ୟକ୍ତି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe