ଆଇଫୋନ୍‌ର କେଉଁ ଭାରିଆଣ୍ଟ୍‌ ବ୍ୟବହାର କରୁଛନ୍ତି ମାଧୁରୀ?

Advertisment

ଆଇଫୋନ୍‌୧୬ ସିରିଜ୍‌ ଭାରତରେ ବିକ୍ରି ହେବା ପାଇଁ ଏବେ ଉପଲବ୍ଧ। ଆପଲ୍‌ର ଏହି ଲାଟେଷ୍ଟ୍‌ ଫୋନ୍‌କୁ ନେଇ ଲୋକଙ୍କ ଭିତରେ ଖୁବ୍ ଉତ୍ସାହ ଦେଖିବାକୁ ମିଳୁଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଉତ୍ସାହ କେବଳ ସାଧାରଣ ଲୋକଙ୍କ ଭିତରେ ନୁହେଁ;  ବରଂ ସେଲିବ୍ରିଟିମାନଙ୍କ ମଧ୍ୟରେ ବି ରହିଛି।

ଆଇଫୋନ୍‌୧୬ ସିରିଜ୍‌ ଭାରତରେ ବିକ୍ରି ହେବା ପାଇଁ ଏବେ ଉପଲବ୍ଧ। ଆପଲ୍‌ର ଏହି ଲାଟେଷ୍ଟ୍‌ ଫୋନ୍‌କୁ ନେଇ ଲୋକଙ୍କ ଭିତରେ ଖୁବ୍ ଉତ୍ସାହ ଦେଖିବାକୁ ମିଳୁଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଉତ୍ସାହ କେବଳ ସାଧାରଣ ଲୋକଙ୍କ ଭିତରେ ନୁହେଁ;  ବରଂ ସେଲିବ୍ରିଟିମାନଙ୍କ ମଧ୍ୟରେ ବି ରହିଛି।

 Bollywood Hungama

ମୁମ୍ବ‌ାଇ: ଆଇଫୋନ୍‌୧୬ ସିରିଜ୍‌ ଭାରତରେ ବିକ୍ରି ହେବା ପାଇଁ ଏବେ ଉପଲବ୍ଧ। ଆପଲ୍‌ର ଏହି ଲାଟେଷ୍ଟ୍‌ ଫୋନ୍‌କୁ ନେଇ ଲୋକଙ୍କ ଭିତରେ ଖୁବ୍ ଉତ୍ସାହ ଦେଖିବାକୁ ମିଳୁଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଉତ୍ସାହ କେବଳ ସାଧାରଣ ଲୋକଙ୍କ ଭିତରେ ନୁହେଁ;  ବରଂ ସେଲିବ୍ରିଟିମାନଙ୍କ ମଧ୍ୟରେ ବି ରହିଛି।

ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନିକଟରେ ତାଙ୍କର ଲାଟେଷ୍ଟ୍‌ ଆଇଫୋନ୍‌ ସହ ଏକ ଫଟୋ ପୋଷ୍ଟ୍‌ କରିଛନ୍ତି। ଏହା ସହ ସେ କହିଛନ୍ତି କି ସେ ଆଇଫୋନ୍‌ ୧୬ ପ୍ରୋ ମାସ୍କ ବ୍ୟବହାର କରୁଛନ୍ତି। ଅଭିନେତ୍ରୀ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ନିଜର ଏକ ଫଟୋ ପୋଷ୍ଟ୍‌ କରିଛନ୍ତି। ସେ ଲେଖିଛନ୍ତି କି କ୍ୟାମେରା ବହୁତ ବଢ଼ିଆ ଅଛି ଓ ସେ ଫୋନ୍‌ରେ ଥିବା ଅନ୍ୟ ଫିଚର୍‌କୁ ବ୍ୟବହାର କରିବାକୁ ଉତ୍ସାହିତ ଅଛନ୍ତି।

ଭାରତରେ ଆଇଫୋନ୍‌ ୧୬ ସିରିଜ୍‌ର ସେଲ୍ ସେପ୍ଟେମ୍ବର ୨୧ରୁ ଆରମ୍ଭ ହୋଇଯାଇଛି। ଏହି ଫୋନ୍‌କୁ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ଦୁଇଟା ଯାକ ପ୍ଲାଟ୍‌ଫର୍ମରୁ କିଣାଯାଇପାରିବ।

ଭାରତରେ ଆପଲ୍‌ ଷ୍ଟୋର୍‌ର ଲଞ୍ଚ୍‌ ସମୟରେ ଟିମ୍‌ କୁକ୍‌ ଯେତେବେଳେ ଭାରତକୁ ଆସିଥିଲେ ତ ସେ ମାଧୁରୀ ଦୀକ୍ଷିତଙ୍କୁ ଭେଟିଥିଲେ। ସେମାନେ ପ୍ରାତଃଭୋଜନ ସମୟ ଫଟୋ ବି ସେୟାର କରିଥିଲେ। 

ମାଧୁରୀ ଦୀକ୍ଷିତଙ୍କ ପାଖରେ ଆଇଫୋନ୍‌ ୧୬ ପ୍ରୋ ମାସ୍କର ଡେଜଟ୍‌ ଟାଇଟନିୟମ୍‌ ଭାରିୟାଣ୍ଟ୍‌ ଅଛି। ମାଧୁରୀଙ୍କ ପାଖରେ ଯେଉଁ ରଂଗ ଅଛି ତାହାକୁ କମ୍ପାନି ନୂଆ ବାହର କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe