୨୦ ଲକ୍ଷ ଟଙ୍କା ବଦଳରେ ରାତି ବିତାଇବାକୁ ଅଭିନେତ୍ରୀଙ୍କୁ ମିଳିଲା ଅଫର୍‌, ଜାଣନ୍ତୁ ତାପରେ କ’ଣ ହେଲା

Advertisment
୨୦ ଲକ୍ଷ ଟଙ୍କା ବଦଳରେ ରାତି ବିତାଇବାକୁ ଅଭିନେତ୍ରୀଙ୍କୁ ମିଳିଲା ଅଫର୍‌, ଜାଣନ୍ତୁ ତାପରେ କ’ଣ ହେଲା

photo-youtube

ମୁମ୍ବାଇ:ରିଆଲିଟି ସୋ’ ବିଗ୍‌ ବସ୍‌ର ପୂର୍ବତନ ପ୍ରତିଯୋଗୀ ତଥା ଅଭିନେତ୍ରୀ ସୋଫିଆ ହୟାତ୍‌ ସବୁ ବେଳେ ବିବାଦରେ ରହିଥାନ୍ତି। ଏଇ ନିକଟରେ ସେ ପୁଣି ଏକ ନୂଆ ବିବାଦରେ ଫସିଛନ୍ତି। ତାଙ୍କୁ ଜଣେ ୟୁଜର୍‌ ଅଶ୍ଳୀଳ ମେସେଜ୍‌ କରିଥିଲେ। ଏଥିରେ ଉକ୍ତ ୟୁଜର ସୋଫଆଙ୍କୁ ରାତି ବିତାଇବାର ଅଫର୍‌ ଦେଇଥିଲେ। ଏହା ବାବଦରେ ସେ ତାଙ୍କୁ ୨୦ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ବୋଲି ଉଲ୍ଲେଖ କରିଥିଲେ।

publive-image photo--instagram

ଏହାକୁ ନେଇ ଖୁବ ପ୍ରତିକ୍ରିୟାଶୀଳ ହୋଇଥିଲେ ସୋଫିଆ। ଯେଉଁ ଲୋକ ସୋଫିଆ ହୟାତ୍‌ଙ୍କୁ ମେସେଜ୍‌ କରିଥିଲେ ତାଙ୍କର ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ ହେଲା ‘@abhisheksinghbisht8’। ସୋଫିଆ ନିଜର ପ୍ରତିକ୍ରିୟାରେ ଲେଖିଥିଲେ ଯେ କେହି ତାଙ୍କାର ଇମାନ୍‌ ୨୦ ଲକ୍ଷ ତ କ’ଣ ୨୦ କୋଟିରେ ବି କିଣି ପାରିବ ନାହିଁ। ତୁମେ କ’ଣ ତୁମ ମାଆକୁ କିଣିବ? ’। ଏଠାରେ ସୂଚନାଯୋଗ୍ୟ ଯେ ସୋଫିଆ ହୟାତ୍‌ ସୋସିଆଲ୍‌ ମିଡିଆରେ ନିଜର ହଟ୍‌ ଫଟୋ ପୋଷ୍ଟ୍‍ କରି ଚର୍ଚ୍ଚାକୁ ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe