ଶ୍ରମିକଙ୍କୁ କାମ ଦେବେ ମନୋଜ

Advertisment
ସବୁ ଦଳ ମତେ ରାଜନୀତିକୁ ଆସିବାକୁ ଅଫର ଦେଇଛନ୍ତି: ମନୋଜ ବାଜପେୟୀ

The Indian Express

ଅଭିନେତା ମନୋଜ ବାଜପେୟୀ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବାକୁ ଯାଉଛନ୍ତି। କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ଯୋଗୁଁ ଲୋକେ ବହୁ କଠିନ ପରିସ୍ଥିତିର ସାମ୍ନା କରୁଥିବା ବ‌େଳେ ମନୋଜ ରୋଜଗାର ହରାଇଥିବା ଲୋକଙ୍କୁ କାମ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ସେ ଏକ ଚାରିଟେବୁଲ ଟ୍ରଷ୍ଟ୍‌ ସହ ଯୋଡ଼ି ହୋଇ ‘ଶ୍ରମିକ ସମ୍ମାନ’ ଅଭିଯାନ ଆରମ୍ଭ କରିଛନ୍ତି। ଏହା ଜରିଆରେ ସେ ଦେଶର ସମସ୍ତ ଜାଗାରେ ଲଘୁ ଉଦ୍ୟୋଗ ଆରମ୍ଭ କରି ସେଠାରେ ଶ୍ରମିକମାନଙ୍କୁ କାମ ଦେବେ। ମନୋଜ କହିଛନ୍ତି, ସଂପ୍ରତି ଶ୍ରମିକଙ୍କ ପରିସ୍ଥିତି ଦେଖି ବହୁତ କଷ୍ଟ ଲାଗୁଛି। ଏହି ପରିପ୍ରେକ୍ଷୀରେ ମୁଁ ୭୪ଟି ଯୋଜନା କରିଛି। ଏହି ଅଭିଯାନ ଜରିଆରେ ଗ୍ରାମୀଣସ୍ତରରେ ଶ୍ରମିକମାନେ କାମ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe