ଗତ କିଛି ଦିନ ମଧ୍ୟରେ ଏହି ବଲିଉଡ୍‌ କଳାକାରମାନଙ୍କୁ ମିଳିଛନ୍ତି ସେମାନଙ୍କ ଜୀବନସାଥୀ

Advertisment
ଗତ କିଛି ଦିନ ମଧ୍ୟରେ ଏହି ବଲିଉଡ୍‌ କଳାକାରମାନଙ୍କୁ ମିଳିଛନ୍ତି ସେମାନଙ୍କ ଜୀବନସାଥୀ

ମୁମ୍ବାଇ: ଏହି କିଛି ମାସ ମଧ୍ୟରେ ଅନେକ ବଲିଉଡ୍‌ କଳାକାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ତ ପୁଣି କାହାର ନିର୍ବନ୍ଧ ସରିଛି। ସେମାନଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ଯୋଡ଼ି ପାଲଟିଛନ୍ତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା। ବିରୁଷ୍କାଙ୍କ ପୂର୍ବରୁ ଅଭିନେତ୍ରୀ ହେଜଲ୍‌ଙ୍କୁ ବିବାହ କରିଥିଲେ ଯୁବରାଜ ସିଂହ। କଳାକାରମାନଙ୍କ ମଧ୍ୟରେ ଅନ୍ୟ ଯେଉଁମାନେ ବନ୍ଧନରେ ଆବଦ୍ଧ ହୋଇଛନ୍ତି ସେମାନଙ୍କ ବିଷୟରେ ନିମ୍ନରେ ଉଲ୍ଳେଖ କରାଯାଇଛି।

publive-image

ଅଭିନେତ୍ରୀ ଇଲିୟାନା ଡିକ୍ରୁଜ୍‌ ବିବାହ କରିଛନ୍ତି ତାଙ୍କର ଦୀର୍ଘ ଦିନର ପ୍ରେମିକଙ୍କୁ। ନିକଟରେ କିଛି ଦିନ ତଳେ ଠିକ୍‌ ବିରାଟ-ଅନୁଷ୍କାଙ୍କ ବିବାହ ପରେ ରଣବୀର ଓ ଦୀପିକା ନିର୍ବଦ୍ଧ କରିଛନ୍ତି ବୋଲି ଜାଣିବାକୁ ମିଳିଛି। ଏପଟେଠ ଅନୀଲ କପୁରଙ୍କ ସୁକନ୍ୟା ସୋନମ କପୁର ତାଙ୍କ ପ୍ରେମିକ ଆନନ୍ଦ ଆହୁଜାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଖବର ମିଳିଛି। ଶୁଣିବାକୁ ମିଳିଛି ଅଭିନେତା ଟଇଗର୍‌ ସରଫ୍‌ ଏବଂ ଅଭିନେତ୍ରୀ ଦିଶା ପଟାନି ଗୋପନରେ ବିବାହ କରିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe