ପତ୍ନୀ ମୀରାଙ୍କ ବଲିଉଡ ଡେବ୍ୟୁ ସଂପର୍କରେ କ’ଣ କହିଲେ ଶାହିଦ୍‌ କପୁର ?

ପତ୍ନୀ ମୀରାଙ୍କ ବଲିଉଡ ଡେବ୍ୟୁ ସଂପର୍କରେ କ’ଣ କହିଲେ ଶାହିଦ୍‌ କପୁର ?

ବଲିଉଡର ଲୋକପ୍ରିୟ ନାୟକ ଶାହିଦ୍‌ କପୁର ଏବେ ନୂଆ ସିନେମା ‘ପଦ୍ମାବତୀ’ ପାଇଁ ସମୟ ଦେଉଛନ୍ତି। ହେଲେ ତାଙ୍କ ପତ୍ନୀ ମୀରା ରାଜପୁତ ବି ଅନେକ ସମୟରେ ଚର୍ଚ୍ଚାକୁ ଆସିଛନ୍ତି। ଢ଼େର ଦିନ ହେବ ଶୁଣିବାକୁ ମିଳୁଛି ଯେ ମୀରା ବଲିଉଡରେ ନାୟିକାଭାବେ କ୍ୟାରିଅର୍‌ କରିବେ।

କିନ୍ତୁ ଏ ପ୍ରସଙ୍ଗରେ କେବେ ବି କିଛି କହୁ ନଥିଲେ ଶାହିଦ୍‌ କପୁର। ଏବେ ଏ ବିଷୟରେ ମୁହଁ ଖୋଲିଛନ୍ତି ଶାହିଦ୍‌ । ଶାହିଦ୍‌ କପୁର କହିଛନ୍ତି ଯେ ଯଦି ମୀରା ସେଭଳି ନିଷ୍ପତ୍ତି ନିଅନ୍ତି ତେବେ ସେ ତାଙ୍କୁ ସମଥନ କରିବେ। ଏବେ ଦେଖିବା କଥା କେବେ ମୀରା ବଲିଉଡରେ ଡେବ୍ୟୁ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe