ଯେଉଁଦିନ ବି ଭେଟ ହେବେ ନିଶ୍ଚୟ ଚାପୁଡ଼ା ମାରିବି

Advertisment

କେଆରକେ ମୋର ପାଠପଢ଼ାର ମଜାକ ଉଡ଼ାଇ କହିଥିଲେ,‘ ମୁଁ ଜଣେ ଗଧ ଓ ଅଭଦ୍ର। ତା’ପରେ ବି ମୁଁ  ନିଜକୁ ଜଣେ କଣ୍ଠଶିଳ୍ପୀର ପରିଚୟ ଦେଉଛି।  ଏପରି ବୟାନ ଦେବା ପରଦିନ କେଆରକେ କ’ଣ କହିଥିଲେ ତାହା ସେ ଭୁଲିଯାଇଥିଲେ। ।

କେଆରକେ ମୋର ପାଠପଢ଼ାର ମଜାକ ଉଡ଼ାଇ କହିଥିଲେ,‘ ମୁଁ ଜଣେ ଗଧ ଓ ଅଭଦ୍ର। ତା’ପରେ ବି ମୁଁ  ନିଜକୁ ଜଣେ କଣ୍ଠଶିଳ୍ପୀର ପରିଚୟ ଦେଉଛି।  ଏପରି ବୟାନ ଦେବା ପରଦିନ କେଆରକେ କ’ଣ କହିଥିଲେ ତାହା ସେ ଭୁଲିଯାଇଥିଲେ। ।

ରୀିୀର

ନୂଆଦିଲ୍ଲୀ: ବଲିଉଡ ଗାୟକ ମିକା ସିଂହ ତାଙ୍କର ସ୍ପଷ୍ଟବାଦୀ ଶୈଳୀ ପାଇଁ ବେଶ ଜଣାଶୁଣା। ନିକଟରେ ମିକା ସିଂହ ଶୁଭଙ୍କର ମିଶ୍ରଙ୍କ ପୋଡକାଷ୍ଟରେ ତାଙ୍କ ଜୀବନ ସହିତ ଜଡ଼ିତ ଅନେକ ଘଟଣା ବିଷୟରେ ଆଲୋଚନା କରିଥିଲେ। ଏହି ଆଲୋଚନା ପ୍ରସଙ୍ଗରେ ଶୁଭଙ୍କର ମିକା ସିଂହଙ୍କୁ କେଆରକେଙ୍କ ବୟାନ ବିଷୟରେ କହିଥିଲେ,  ଏହାର ଉତ୍ତରର ସେ କହିଲେ ଯେ,‘ ମୁଁ ନିଶ୍ଚିତ ଭାବରେ କେଆରକେଙ୍କୁ ଚାପୁଡ଼ା ମାରିବି।’

କେଆରକେ ମୋର ପାଠପଢ଼ାର ମଜାକ ଉଡ଼ାଇ କହିଥିଲେ,‘ ମୁଁ ଜଣେ ଗଧ ଓ ଅଭଦ୍ର। ତା’ପରେ ବି ମୁଁ  ନିଜକୁ ଜଣେ କଣ୍ଠଶିଳ୍ପୀର ପରିଚୟ ଦେଉଛି।  ଏପରି ବୟାନ ଦେବା ପରଦିନ କେଆରକେ କ’ଣ କହିଥିଲେ ତାହା ସେ ଭୁଲିଯାଇଥିଲେ। ।

ସେ ମୋତେ ଦୁବାଇରେ ଭେଟିଥିଲେ ଏବଂ ଅନେକ ଦିନ ଧରି ମୋ ସହ କଥା ହେବା ପାଇ ଫୋନ୍ କରି ଚାଲିଲେ। ସେଥିପାଇଁ ମୁଁ ତାଙ୍କୁ ଘରକୁ ଡାକିଥିଲି।  ସେ ଯାହାବି ହେଉ କେଆରକେଙ୍କ ସୋ’ ଆସିଲେ ମୁଁ ତାଙ୍କୁ ବହୁତ ପସନ୍ଦ କରେ। ସେ ଦୁର୍ବ୍ୟବହାର କରନ୍ତି କିନ୍ତୁ ଆଜିକାଲି ଏହା ଏକ ସାଧାରଣ କଥା ହୋଇଗଲାଣି। କୌଣସି ପ୍ରକାରେ ସେ ତାଙ୍କର ସୋ’କୁ ବହୁତ ଭଲ ଭାବରେ ପରିଚାଳନା କରନ୍ତି ଏବଂ ସେ ଯାହା କୁହନ୍ତି ତାହାର ୭୦ପ୍ରତିଶତ ଠିକ୍ ହୋଇଥାଏ।

 ମୁଁ ତାଙ୍କୁ ଫୋନ ମାଧ୍ୟମରେ ଏକ ବାର୍ତ୍ତା ପଠାଇ କହିଥିଲି, ‘ଭାଇ ମୁଁ ତୁମକୁ ଯେକୌଣସି ସ୍ଥାନରେ ଏମିତି କି ଗଣମାଧ୍ୟମ ସାମ୍ନାରେ ବି ଭେଟିଲେ ଏକ ଶକ୍ତ ଚାପୁଡ଼ାଟେ ମାରିବି। ଆଉ ତୁମର ଭୁଲ କ’ଣ? ଏହା ମୁଁ ତୁମକୁ ଭେଟିଲା ପରେ ହିଁ କହିବି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe