ଜନ୍ମଦିନରେ ଉଲଗ୍ନ ହୋଇ ଗୋଆ ବିଚ୍‌ରେ ଦୌଡ଼ିଲେ ମିଲିନ୍ଦ ସୋମନ

Advertisment
ଜନ୍ମଦିନରେ ଉଲଗ୍ନ ହୋଇ ଗୋଆ ବିଚ୍‌ରେ ଦୌଡ଼ିଲେ ମିଲିନ୍ଦ ସୋମନ

India Forums

ବଲିଉଡ୍‌ ଅଭିନେତା ମିଲିନ୍ଦ ସୋମନ ୫୫ ବର୍ଷରେ ପାଦ ଦେଇଥିବା ବେଳେ ଜନ୍ମଦିନରେ ଗୋଆ ବିଚ୍‌ରେ ଉଲଗ୍ନ ଅବସ୍ଥାରେ ଦୌଡ଼ୁଥିବା ନଜର ଆସିଛନ୍ତି। ତାଙ୍କ ପତ୍ନୀ ଅଙ୍କିତା କନୱାର ମିଲିନ୍ଦଙ୍କ ଏହି ଫଟୋଟି ଉଠାଇଛନ୍ତି। ଏହାକୁ ସେ ସୋସିଆଲ ମିଡିଆରେ ଛାଡ଼ିବା ସହ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ମିଲିନ୍ଦ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଶୁଭେଚ୍ଛୁମାନେ ମଧ୍ୟ ତାଙ୍କୁ ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ମିଲିନ୍ଦ ‌ଜଣେ ସେଲେବ୍ରିଟି ମଡେଲ୍‌ ହୋଇଥିବା ବେଳେ ପ୍ୟାର୍‌ କା ସୁପରହିଟ୍‌ ଫର୍ମୁଲା, ସେଫ୍‌, ବାଜିରାଓ ମସ୍ତାନୀ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe