ଚର୍ଚ୍ଚାରେ ସାହିଦ୍ କପୁରଙ୍କ ପତ୍ନୀ ମୀରା

Advertisment
ଚର୍ଚ୍ଚାରେ ସାହିଦ୍ କପୁରଙ୍କ ପତ୍ନୀ ମୀରା

Pinterest

ବି-ଟାଉନ୍‌ର କବୀର ସିଂହ ଓରଫ୍ ସାହିଦ୍ କପୁରଙ୍କ ପତ୍ନୀ ମୀରା ରାଜପୁତଙ୍କୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା। ଦୁଇ ଛୁଆଙ୍କ ମା’ ମୀରା ବିକିନି ପିନ୍ଧା କିଛି ବୋଲ୍ଡ୍‌ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଛାଡ଼ିଛନ୍ତି। ଏହି ଫଟୋଗୁଡ଼ିକୁ ପ୍ରଶଂସକମାନେ ଅଧିକ ସଂଖ୍ୟାରେ ପସନ୍ଦ କରିବା ସହ କେମଣ୍ଟରେ ‘ଆହା ମାମା, ତୁମ୍‌ ତୋ ହଟ୍ ମାମା’ ଲେଖିଛନ୍ତି। ସୂଚନାଯୋଗ୍ୟ, ଚଳଚ୍ଚିତ୍ର ଜଗତରୁ ଦୀର୍ଘ ବର୍ଷ ଦୂରେଇ ରହିବା ପରେ ମଧ୍ୟ ତାଙ୍କୁ ଚଳଚ୍ଚିତ୍ର ପ୍ରେମୀମାନେ ମୀରାଙ୍କୁ ଭୁଲି ପାରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe