ମୁଁ ଓ ମୋ ପରିବାର ସୁଶାନ୍ତଙ୍କ ସମ୍ପତ୍ତିର ଉତ୍ତରାଧିକାରୀ: କେ.କେ ସିଂହ

Advertisment
ମୁଁ ଓ ମୋ ପରିବାର ସୁଶାନ୍ତଙ୍କ ସମ୍ପତ୍ତିର ଉତ୍ତରାଧିକାରୀ: କେ.କେ ସିଂହ

ABP Live - ABP News

ମୁଁ ଓ ମୋ ଝିଅମାନଙ୍କ ସମେତ ମୋ ପରିବାର ହିଁ ସୁଶାନ୍ତଙ୍କ ସମ୍ପତ୍ତିର ଆଇନତଃ ଉତ୍ତରାଧିକାରୀ। ଏହାଛଡ଼ା କେହି ଯଦି ବାହାର ଲୋକ ନିଜକୁ ସୁଶାନ୍ତଙ୍କ ପରିବାର ବୋଲି ଦାବି କରୁଛନ୍ତି ତେବେ ଏହାକୁ ଆମେ ଗ୍ରହଣ କରିବୁ ନାହିଁ ବୋଲି ବୁଧବାର ସୁଶାନ୍ତଙ୍କ ବାପା କେ. କେ ସିଂହ ଘୋଷଣା କରିଛନ୍ତି। ଏଥିସହ ସୁଶାନ୍ତ ବଞ୍ଚିଥିବା ସମୟରେ ସେ କାମରେ ରଖିଥିବା ତାଙ୍କ ଓକିଲ ଓ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କ କାମ ସୁଶାନ୍ତଙ୍କ ମୃତ୍ୟୁ ସହ ଶେଷ ହୋଇଯାଇଛି। ଏବେ ଆଇନଜୀବୀ ବିକାଶ ସିଂହ ଆମ ଓକିଲ ଭାବେ ଆମ ପରିବାରର ପ୍ରତିନିଧିତ୍ବ କରିବେ ବୋଲି ସୁଶାନ୍ତଙ୍କ ବାପା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe