ରୋହନପ୍ରୀତଙ୍କୁ ନେହା କକ୍କଡ଼ଙ୍କ ପ୍ରଶଂସା

ରୋହନପ୍ରୀତଙ୍କୁ ନେହା କକ୍କଡ଼ଙ୍କ ପ୍ରଶଂସା

Bangalore News Today

ବଲିଉଡ୍‌ କଣ୍ଠଶିଳ୍ପୀ ନେହା କକ୍କଡ଼ ଓ ରୋହନପ୍ରୀତ ସିଂହ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ନିକଟରେ ଏକ ରିଅଲିଟି ସୋ’ ‘ମୁଝ୍‌ସେ ସାଦି କରୋଗେ’ର ପ୍ରତିଯୋଗୀ ରୋହନପ୍ରୀତ ସିଂହ ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ରୋହନପ୍ରୀତ ଲେଖିଛନ୍ତି, କ୍ୟା ହୋ ରହା ହୈ? ଗୁଡ୍‌ ମର୍ଣ୍ଣିଙ୍ଗ୍‌। ନେହା ଏହି ଫଟୋରେ କମେଣ୍ଟ୍‌ ଦେଇ ଲେଖିଛନ୍ତି, ବେବି ତୁମ୍‌ ବେଷ୍ଟ୍‌ ହୋ। ନିକଟରେ ଦୁହିଁଙ୍କର ଏକ ଫଟୋ ଭାଇରାଲ୍‌ ହୋଇଥିଲା। ଦୁହେଁ ଖୁବଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ମାତ୍ର ନେହା କକ୍କଡ଼ କିମ୍ବା ରୋହନପ୍ରୀତ ଏ ସମ୍ପର୍କରେ କୌଣସି ବୟାନ ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe