ହୃଦୟ ଜିଣିଲା ନେହା-ରୋହନପ୍ରୀତଙ୍କ ଭିଡିଓ ସଂଗୀତ

Advertisment
ନେହା ଗର୍ଭବତୀ ନାହାନ୍ତି

IndiaToday

ବଲିଉଡ୍‌ର ନାମୀ କଣ୍ଠଶିଳ୍ପୀ ନେହା କକ୍କଡ଼ ଓ ରୋହନପ୍ରୀତ ସିଂହଙ୍କ ଗୀତ ‘ନେହୁ ଦା ବ୍ୟାହ’ ମୁକ୍ତିଲାଭ କରିସାରିଛି। ଗୀତ ମୁକ୍ତିଲାଭ କରିବା ମାତ୍ରେ ସୋସିଆଲ୍‌ ମିଡିଆରେ ଛାଇ ଯାଇଛି। ଗୀତଟି ମୁକ୍ତିଲାଭ କରିବାର ୧ ଘଣ୍ଟା ମଧ୍ୟରେ ୪ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି।

ଗୀତରେ ‌ନେହା-ରୋହନପ୍ରୀତଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି। ଗୀତକୁ ନେହା ଓ ରୋହନପ୍ରୀତ ଗାଇଥିବା ବେଳେ ‘ଦେଶୀ ମ୍ୟୁଜିକ୍‌ ଫ୍ୟାକ୍ଟ୍ରି’ ୟୁ-ଟ୍ୟୁବ ଚ୍ୟାନେଲ୍‌ରେ ମୁକ୍ତିଲାଭ କରିଛି। ଗୀତରେ ଦୁହିଁଙ୍କ ପ୍ରେମ କାହାଣୀକୁ ଚିତ୍ରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe