ନ୍ୟୁଜ୍‌ ରିଲ୍‌: ଆସୁଛନ୍ତି ସନୟା

Advertisment

ଆଉ ଜଣେ କପୁର ତନୟା ଏବେ ପରଦାରେ ଚମକିବାକୁ ଯାଉଛନ୍ତି। ସେ ହେଲେ ପ୍ରଯୋଜକ ବୋନି କପୁର, ଅଭିନେତା ଅନିଲ୍‌ କପୁରଙ୍କ ସାନଭାଇ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ସନୟା କପୁର। ତାଙ୍କ ଅଭିନୀତ ନୂଆ ଚଳଚ୍ଚିତ୍ର ‘ଆଖୋଁ କୀ ଗୁସ୍ତାଖିୟାଁ’ ଜୁଲାଇ ୧୧ରେ ରିଲିଜ୍ ହେବାକୁ ଯାଉଛି।

ssccc

Photograph: ( Vogue India)

ଆଉ ଜଣେ କପୁର ତନୟା ଏବେ ପରଦାରେ ଚମକିବାକୁ ଯାଉଛନ୍ତି। ସେ ହେଲେ ପ୍ରଯୋଜକ ବୋନି କପୁର, ଅଭିନେତା ଅନିଲ୍‌ କପୁରଙ୍କ ସାନଭାଇ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ସନୟା କପୁର। ତାଙ୍କ ଅଭିନୀତ ନୂଆ ଚଳଚ୍ଚିତ୍ର ‘ଆଖୋଁ କୀ ଗୁସ୍ତାଖିୟାଁ’ ଜୁଲାଇ ୧୧ରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟ ସିଂ କହିଛନ୍ତି, ଜଣେ ଷ୍ଟାର୍‌କିଡ୍‌ କି ଫିଲ୍ମ ପରିବାରର ସନ୍ତାନ ଭାବେ ନୁହେଁ, ନିଜର ପରିଶ୍ରମ ଓ ପ୍ରତିଭା ପାଇଁ ସନୟା ଏହି ଛବିରେ ନାୟିକା ଭୂମିକା ପାଇଛନ୍ତି। ବଲିଉଡ୍‌କୁ ଆସୁ ଆସୁ ତାଙ୍କ ହାତକୁ ଭଲ ଭଲ ଅଫର୍‌ ମଧ୍ୟ ଆସିଯାଇଛି।

ସେ ରୀମା ମାୟାଙ୍କ ନିର୍ଦ୍ଦେଶିତ ନୂଆ ୱେବ୍‌ ସିରିଜ୍‌ ‘ଷ୍ଟୁଡେଣ୍ଟସ୍‌ ଅଫ୍‌ ଦ ଇୟର-୩’ରେ ଅଭିନୟ ପାଇଁ ଚୁକ୍ତିବଦ୍ଧ ହୋଇଥିବା ବେଳେ ବିଜୟ ନାମ୍ବିୟାର୍‌ଙ୍କ ନିର୍ଦ୍ଦେଶିତ ଛବି ‘ତୁ ୟା ମେଁ’ରେ ବି ନାୟିକା ଭାବେ ଅଭିନୟ କରୁଛନ୍ତି। ସନୟା ସୋସିଆଲ୍‌ ମିଡିଆରେ ଖୁବ୍‌ ସକ୍ରିୟ। ତାଙ୍କର ଫ୍ୟାନ୍‌ଫଲୋୟର୍ସଙ୍କ ସଂଖ୍ୟା ବି କୌଣସି ଚଳଚ୍ଚିତ୍ର ତାରକାଙ୍କଠାରୁ କମ୍‌ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe