ତୈମୁର୍‌ଙ୍କୁ ବାହା ହେବାକୁ ଚାହାନ୍ତି ନୋରା

Advertisment
ତୈମୁର୍‌ଙ୍କୁ ବାହା ହେବାକୁ ଚାହାନ୍ତି ନୋରା

Marche du Films

ସୈଫ୍ ଅଲ୍ଲୀ ଖାନ୍ ଓ କରିନା କପୁରଙ୍କ ପୁଅ ତୈମୁର୍‌ଙ୍କୁ ବାହା ହେବାକୁ ଚାହାନ୍ତି ବଲିଉଡ୍‌ର ଆଇଟମ୍ ଗର୍ଲ ନୋରା ଫତେହି। ‘ହ୍ଵାଟ୍ ଓମେନ୍ ଵାଣ୍ଟ’ ନାମକ ଏକ ଟିଭି ସୋ’ରେ ଯୋଗ ଦେଇ କଥାବାର୍ତ୍ତା କରିବା ସମୟରେ ନୋରା ତାଙ୍କ ବିବାହକୁ ନେଇ ଏହି କଥା କହିଥିଲେ। ତେବେ ଏହାର ଉତ୍ତରରେ କରିନା ହସିବା ସହିତ ତୈମୁର୍ ଏବେ ମାତ୍ର ୪ ବର୍ଷର ବୋଲି କହିଥିଲେ। ହେଲ ଉତ୍ତରରେ ନୋରା ତୈମୁର୍‌ଙ୍କ ବଡ଼ ହେବା ଯାଏ ସେ ଅପେକ୍ଷା କରିବେ, ଏପରିକି ତୈମୁରଙ୍କୁ ଦେଖିବା ପରଠୁ ତାଙ୍କୁ ସେ ଭଲ ଲାଗନ୍ତି ବୋଲି କହିଥିଲେ। ସୈଫ୍ ଓ କରିନାଙ୍କ ଷ୍ଟାର୍ କିଡ୍ ତୈମୁର ଜନ୍ମ ହେବା ପରଠୁ ତାଙ୍କ ଫଟୋକୁ ନେଇ ବହୁ ସର୍ବଦା ଚର୍ଚା ହେଉଛି। ଏପରିକି ତୈମୁର୍ ଫଟୋ ଉଠାଇବାକୁ ନେଇ ଅନେକ ସମୟରେ ସ୍ମାଇଲ୍ ପୋଜ୍ ଦେଇଥିବା ଦେଖାଯାଏ। ସେହିଭଳି କିଛି ଦିନ ତଳେ କରିନାଙ୍କ ଦ୍ବିତୀୟ ପିଲାକୁ ନେଇ ତୈମୁର ତାଙ୍କ ଘରକୁ ଆଉ ଜଣେ ନୂଆ ଅତିଥି ଆସିବେ ବୋଲି ସାମାଜିକ ଗଣମାଧ୍ୟମରେ କହୁଥିବା ଦେଖାଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe