ଓଲିଉଡରେ ଚାଲିଛି ଏଭଳି ପ୍ରେମ

Advertisment
ଓଲିଉଡରେ ଚାଲିଛି ଏଭଳି ପ୍ରେମ

ଭୁବନେଶ୍ୱର: ଏବେ ଏକ ସିନେମା ରିଲିଜ୍  ପାଇଁ ପ୍ରସ୍ତୁତ ଯାହାର ଟାଇଟଲ ହେଲା ‘ପ୍ରେମରେ ରଖିଛି ଶହେରୁ ଶହେ’। ସଂଜୟ ନାୟକ ଏହାର ନିର୍ଦ୍ଦେଶକ। ଏଥିରେ ଜ୍ୟୋତି –ରୀୟା ଯୋଡି ଅଛନ୍ତି।ଏକ ଓଡ଼ିଆ ସିନେମାର କାମ ଜୋରସୋରରେ ଚାଲିଛି। ଏଣେ ଆଉ ଏକ ସି.େନେମା ଅଆସୁଛି।ଏହାର ଟାଇଟଲ ହେଲା ‘ହଣ୍ଡ୍ରେଡ ପରସେଣ୍ଟ୍‌ ଲଭ୍‌’।ଏଥିରେ ନବାଗତ ନାୟକ ଓମ୍‌ ଅଛନ୍ତି। ତାଙ୍କ ସହିତ ନଜର ଆସିବେ ଦୁଇ ଜଣ ନାୟିକା। ଏମାନଙ୍କ ମଧ୍ୟରୁ ଜଣେ ହେଲେ ଅଙ୍କିତା ଭୌମିକ। ଅଙ୍କିତାଙ୍କୁ ଦର୍ଶକ ଆଇଟମ୍‌ ନମ୍ବରରେ ଖୁବ୍‌ ପସନ୍ଦ କରିଛନ୍ତି। ଜଣାଶୁଣା କୋରିଓଗ୍ରାଫର୍‌ ଯୋଡି ଲୁବୁନ୍‌-ଟୁବୁନ୍‌ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତିି।

ଆଗରୁ ଭଲ ପାଏ ତତେ ୧୦୦ ରୁ ୧୦୦ ଟାଇଟଲରେ ଏକ ସିନେମା ରିଲିଜ୍‌ ହୋଇଥିଲା । ସାର୍ଥକ ମ୍ୟୁଜିକ୍‌ ନିବେଦିତଏହି ସିନେମାରେ ଷ୍ଟାରସନ୍‌ ବାବୁସାନ୍‌ ନାୟକ ଭୂମିକାରେ ଅଭିନୟ କରିଥିଲେ।ଏଥିରେ ପ୍ରଥମଥର ପାଇଁ ବାବୁସାନ୍‌ ନାୟକ ଭୂମିକାରେ ଅଭିନୟ କରିଥିଲେ।ଏଥିରେ ପ୍ରଥମଥର ପାଇଁ ବାବୁସାନ୍‌ଙ୍କ ବିପକ୍ଷରେ ନବାଗତା ନାୟିକା ସୂରମୟୀଙ୍କୁ ଦେଖିବାକୁ ମିଳିଥିଲା। ଏହି ପ୍ରେମ ତ୍ରିକୋଣ ଧର୍ମୀ ସିନେମାରେ ବାବୁସାନ୍‌ଙ୍କ ଅନ୍ୟତମ ନାୟିକା ଥିଲେ ଶୀତଲ୍‌। ‘ଭଲ ପାଏ ତତେ ୧୦୦ରୁ ୧୦୦’ର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe