‘ଶର୍ମା ଜୀ ନମକିନ୍’ର ମୁଣ୍ଡି ମାରିବେ ପରେଶ

‘ଶର୍ମା ଜୀ ନମକିନ୍’ର ମୁଣ୍ଡି ମାରିବେ ପରେଶ

Hindustan

ଦିବଙ୍ଗତ ଅଭିନେତା ରିଷି କପୁରଙ୍କ ନିଧନ ପରେ ଅଧାରେ ରହିଯାଇଥିବା ଚଳଚ୍ଚିତ୍ର ‘ଶର୍ମା ଜୀ ନମକିନ’କୁ ପରେଶ ରାଵଲ୍ ପୂରା କରିବେ। ଚଳଚ୍ଚିତ୍ରର ଆଉ ଶେଷ କିଛି ଭାଗ ସୁଟିଂ ବାକି ରହିଯାଇଥିବାରୁ ଏହା ପୂରା ହୋଇପାରିନଥିଲା। ଚଳଚ୍ଚିତ୍ରର ପ୍ରଯୋଜକ ଏ ବିଷୟରେ କଥା ହେବା ପରେ ପରେଶ ଏଥିପାଇଁ ରାଜି ହୋଇଛନ୍ତି। ଚଳଚ୍ଚିତ୍ରର ମାନରେ ଯେପରି କୌଣସି ପ୍ରଭାବ ନ ପଡ଼ିବ, ସେଥିପାଇଁ ଉଚ୍ଚମାନର ଯାନ୍ତ୍ରିକ କୌଶଳ ସହ ‘ଭିଏଫ୍‌ଏକ୍ସ’ର ବ୍ୟବହାର କରାଯିବ। ତେବେ ସୁଟିଂ ଶେଷ ହେବା ପରେ ରିଷିଙ୍କ ଜନ୍ମଦିନ ଅର୍ଥାତ୍ ଆଗାମୀ ସେପ୍ଟେମ୍ବର ୪ରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe