ଭାଇରାଲ୍ ହେଉଛି ‘ପଠାନ୍‌’ର ଫ୍ୟାନ୍ ମେଡ୍ ପୋଷ୍ଟର

Advertisment
ଭାଇରାଲ୍ ହେଉଛି ‘ପଠାନ୍‌’ର ଫ୍ୟାନ୍ ମେଡ୍ ପୋଷ୍ଟର

Bollywood Life

ବଲିଉଡ୍‌ର କିଙ୍ଗ୍ ଖାନ୍ ଶାହାରୁଖ୍ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ‘ପଠାନ୍’ ଚଳଚ୍ଚିତ୍ରର ପୋଷ୍ଟର୍ ଭାଇରାଲ୍ ହେଉଛି। ଶାହାରୁଖ୍ ଓ ଦୀପିକାଙ୍କ ପ୍ରଶଂସକଙ୍କ ଦ୍ବାରା ନିର୍ମିତ ଏହି ପୋଷ୍ଟର୍ ଭାଇରାଲ୍ ହେବା ଦେଖି ଚଳଚ୍ଚିତ୍ର ନିର୍ମାତା ଖୁବ୍ ଉତ୍ସାହିତ ହୋଇ ଉଠିଥିବା ଦେଖିବାକୁ ମିଳୁଛି। ପୋଷ୍ଟର୍‌ରେ ଶାହାରୁଖ୍ ଓ ଦୀପିକାଙ୍କ ସମେତ ଜନ୍‌ ଆବ୍ରାହମ୍‌ଙ୍କ ଫଟୋ ଦେଖିବାକୁ ମିଳିଛି। ପୋଷ୍ଟର୍‌କୁ ଆକ୍ସନ୍‌ରେ ରୋମାଞ୍ଚିତ କରିଥିବା ପ୍ରଶଂସକମାନେ ମଧ୍ୟ ଏହାର ରିଲିଜ୍‌କୁ ନେଇ ଉତ୍କଣ୍ଠାରେ ସହ ଅପେକ୍ଷା କରିଛନ୍ତି। ପଠାନ୍‌କୁ ଚଳିତ ବର୍ଷ ଇଦ୍‌ରେ ରିଲିଜ୍ କରାଇବା ପାଇଁ ୟଶରାଜ୍ ପ୍ରଡକ୍ସନ୍ ଯୋଜନା କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe