‘ଅନ୍ତିମ’ରେ ସଲମାନଙ୍କ ପ୍ରେମିକା ହେବେ ପ୍ରଜ୍ଞା

‘ଅନ୍ତିମ’ରେ ସଲମାନଙ୍କ ପ୍ରେମିକା ହେବେ ପ୍ରଜ୍ଞା

Connexionblog

ବି’ ଟାଉନ୍‌ର ଅଭିନେତା ସଲମାନ ଖାନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ଅନ୍ତିମ ଦ ଫାଇନାଲ୍ ଟ୍ରୁଥ୍’ ଚଳଚ୍ଚିତ୍ରରେ ଦକ୍ଷିଣୀ ଷ୍ଟାର୍ ପ୍ରଜ୍ଞା ଜୟସ୍ବାଲ୍ ତାଙ୍କ ପ୍ରେମିକା ଭାବେ ଅଭିନୟ କରିବେ। ଫିଲ୍ମ ନିର୍ମାତା ଆୟୁଷ ଶର୍ମାଙ୍କ ସହ ମିଶି ନିଜେ ସଲମାନ୍ ଏହି ଫିଲ୍ମ ତିଆରି କରୁଛନ୍ତି। ଏହି ଫିଲ୍ମରେ ଶିଖ୍ ଭୂମିକାରେ ନଜରରେ ଆସିବେ ସଲମାନ୍। ଦକ୍ଷିଣ ଫିଲ୍ମ ଜଗତରେ ଜଣାଶୁଣା ଅଭିନେତ୍ରୀ ପ୍ରଜ୍ଞା ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ପ୍ରବେଶ କରିବେ। ୨୦୧୪ରେ ସେ ‘ବିରାଟ୍ଟୁ ଆଇ ଡେଗା’ ଚଳଚ୍ଚିତ୍ରରେ ଅଭିନୟ କରି ତେଲୁଗୁ ଫିଲ୍ମ ଫେୟାର ଆ​ଵାର୍ଡ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe