ଭୁବନେଶ୍ୱର : ଶ୍ରୋତାଙ୍କୁ ମିଠା ମିଠା ଗୀତର ସ୍ୱାଦ ଦେଇଚାଲିଛି ରେଡିଓ ଚକଲେଟ୍। ସପ୍ତାହ ପରେ ସପ୍ତାହ ଜାରି ରହିଛି ଏହି ସଂଗୀତମୟ ଧାରା। ପୁଣି ଏକ ନୂଆ ସ୍ୱାଦର ଗୀତ ଭେଟି ଦେଇଛି ଓଡ଼ିଶାର ନମ୍ବର ଓ୍ଵାନ୍ ଏଫ୍ଏମ୍ ରେଡ଼ିଓ ଚକଲେଟ୍ । ସବୁଥର ଭଳି ଏଥର ମଧ୍ୟ କିଛି ଅଲଗା କରିବାକୁ ପ୍ରୟାସ ହୋଇଛି। ୟଙ୍ଗ ସେନ୍ସେନନ୍ ହ୍ୟୁମନ୍ ସାଗର ଏବଂ ଅସୀମା ପଣ୍ଡାଙ୍କ କଣ୍ଠରେ ଥିବା ରୋମାଣ୍ଟିକ ଗୀତ ‘ଲଭ୍ ଗେମ୍’ ରିଲିଜ କରିଛି ରେଡିଓ ଚକଲେଟ୍। ରେଡିଓରେ ବାଜୁ ବାଜୁ ଶ୍ରୋତାମାନଙ୍କର ମନ ଜିଣିବା ଆରମ୍ଭ କରିଛି ଏହି ଗୀତ ।
ରେଡିଓ ଚକଲେଟ୍ରେ ଶ୍ରୋତାଙ୍କ ମନ ଜିଣିଲା ହ୍ୟୁମାନ୍ ଓ ଅସୀମାଙ୍କ ‘ଲଭ୍ ଗେମ୍’
Advertisment
Follow Us