ଜଲିଉଡ୍‌ରେ ରଘୁ ଆଚାର୍ଯ୍ୟ

Advertisment

ଏବେ କମ୍ପୁଛି ଜଲିଉଡ୍‌ର ଆଖଡ଼ାଘର। ପ୍ରଯୋଜକ, ଲେଖକ, ନିର୍ଦ୍ଦେଶକ, ଟେକ୍‌ନିସିଆନ୍ ଓ କଳାକାର, ସମସ୍ତେ ନୂଆ ନାଟକ ସୃଷ୍ଟିରେ ବ୍ୟସ୍ତ। ଚଳିତ ଋତୁରେ ନୂଆକରି ଯାତ୍ରା ଦୁନିଆରେ ପାଦ ଥାପିଛନ୍ତି ରଘୁ ଆଚାର୍ଯ୍ୟ।

ଏବେ କମ୍ପୁଛି ଜଲିଉଡ୍‌ର ଆଖଡ଼ାଘର। ପ୍ରଯୋଜକ, ଲେଖକ, ନିର୍ଦ୍ଦେଶକ, ଟେକ୍‌ନିସିଆନ୍ ଓ କଳାକାର, ସମସ୍ତେ ନୂଆ ନାଟକ ସୃଷ୍ଟିରେ ବ୍ୟସ୍ତ। ଚଳିତ ଋତୁରେ ନୂଆକରି ଯାତ୍ରା ଦୁନିଆରେ ପାଦ ଥାପିଛନ୍ତି ରଘୁ ଆଚାର୍ଯ୍ୟ।

dgdgvcvccv

ଏବେ କମ୍ପୁଛି ଜଲିଉଡ୍‌ର ଆଖଡ଼ାଘର। ପ୍ରଯୋଜକ, ଲେଖକ, ନିର୍ଦ୍ଦେଶକ, ଟେକ୍‌ନିସିଆନ୍ ଓ କଳାକାର, ସମସ୍ତେ ନୂଆ ନାଟକ ସୃଷ୍ଟିରେ ବ୍ୟସ୍ତ। ଚଳିତ ଋତୁରେ ନୂଆକରି ଯାତ୍ରା ଦୁନିଆରେ ପାଦ ଥାପିଛନ୍ତି ରଘୁ ଆଚାର୍ଯ୍ୟ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗର ପ୍ରାକ୍ତନ ଛାତ୍ର ଶ୍ରୀ ଆଚାର୍ଯ୍ୟ ୪୦ ବର୍ଷର କ୍ୟାରିଅରରେ ଏକାଧିକ ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଓ ନାଟକରେ କାମ କରିଛନ୍ତି। ମୁମ୍ବାଇରେ ବିଜ୍ଞାପନ ଚଳଚ୍ଚିତ୍ର ନିର୍ଦ୍ଦେଶକ ଡକ୍ଟର ଅବିନାଶ ନନ୍ଦଙ୍କ ସହିତ ଏକାଧିକ  ବିଜ୍ଞାପନ ଫିଲ୍ମ ବି ନିର୍ମାଣ କରିଛନ୍ତି।

ଏସବୁ ଅଭିଜ୍ଞତାକୁ ପାଥେୟ କରି ଦୁଇଟି ଭିନ୍ନ ଧରଣର ଯାତ୍ରା ନାଟକ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ନିର୍ଦ୍ଦେଶକ ଶ୍ରୀ ଆଚାର୍ଯ୍ୟ। ନାଟ୍ୟକାର ରବୀନ୍ଦ୍ର କୁମାର ସାହୁଙ୍କ ଲିଖିତ ତଥା ରୟାଲ ଓଡ଼ିଶା ଅପେରା ପ୍ରଯୋଜିତ ‘ସୁନ୍ଦରୀ ପାଇଁ ସିନ୍ଦୂର ନାହିଁ’ ଓ ‘ମୋ ଧନ ଶଙ୍ଖାଳିରେ’ ନାଟକର ନିର୍ଦେଶନା ଦାୟିତ୍ୱ ନେଇଛନ୍ତି ରଘୁ ଆଚାର୍ଯ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe