ଆଜିଠାରୁ ‘ରଜ କୁଇନ୍’

Advertisment

ଆଜିଠାରୁ ଜୀ ସାର୍ଥକରେ ରିଅଲିଟି ସୋ’ ‘ରଜ କୁଇନ୍’ର ପ୍ରସାରଣ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ୧୩ତମ ‘ରଜ କୁଇନ୍’ ପାଇଁ ଅଡିସନ୍ ସରିଯାଇଛି। ଜଗତ୍‌ସିଂହପୁର, ଯାଜପୁର, ଢେଙ୍କାନାଳ, ପୁରୀ, ଭୁବନେଶ୍ବର, ବାଲେଶ୍ୱର, କେଉଁଝର, ରାଉରକେଲା, ଭଦ୍ରକ, ଅନୁଗୁଳ ଓ କଟକରେ ଅନୁଷ୍ଠିତ ଅଡିସନ୍‌ରେ....

dsdcxxc

ଆଜିଠାରୁ ଜୀ ସାର୍ଥକରେ ରିଅଲିଟି ସୋ’ ‘ରଜ କୁଇନ୍’ର ପ୍ରସାରଣ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ୧୩ତମ ‘ରଜ କୁଇନ୍’ ପାଇଁ ଅଡିସନ୍ ସରିଯାଇଛି। ଜଗତ୍‌ସିଂହପୁର, ଯାଜପୁର, ଢେଙ୍କାନାଳ, ପୁରୀ, ଭୁବନେଶ୍ବର, ବାଲେଶ୍ୱର, କେଉଁଝର, ରାଉରକେଲା, ଭଦ୍ରକ, ଅନୁଗୁଳ ଓ କଟକରେ ଅନୁଷ୍ଠିତ ଅଡିସନ୍‌ରେ ବଛାଯାଇଥିବା ପ୍ରତିଯୋଗୀମାନଙ୍କୁ ନେଇ ଆରମ୍ଭ ହେବ ‘ରଜ କୁଇନ୍ ୨୦୨୫’ର ଅନ୍ତିମ ପର୍ଯ୍ୟାୟ।

ଚଳିତ ବର୍ଷ ବିଚାରକ ଭାବରେ ଲିପି ମହାପାତ୍ର, ଶ୍ରୀତମ ଦାସ ଓ ଦେବାଶିଷ ପାତ୍ର ଦର୍ଶକଙ୍କ ସାମ୍ନାକୁ ଆସିବେ। ଏହାଛଡ଼ା ମେଣ୍ଟର ଭାବରେ ଓଲିଉଡ୍‌ର ଜଣାଶୁଣା ନାୟିକା ଦିବ୍ୟା, ସୂର୍ଯ୍ୟମୟୀ, ଅନୀଷା ଓ ଅନୁଭା ନଜର ଆସିବେ। ଏପ୍ରିଲ ୧୯ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯.୩୦ ମିନିଟ୍‌ରେ କେବଳ ଜୀ ସାର୍ଥକରେ ପ୍ରସାରଣ ହେବାକୁ ଯାଉଛି ‘ରଜ କୁଇନ୍’। ତେବେ ଚଳିତ ସିଜନ୍‌ର ରଜ କୁଇନ୍ କିଏ ହେଉଛନ୍ତି, ତାହା କାର୍ଯ୍ୟକ୍ରମର ଶେଷ ଅଧ୍ୟାୟରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe