ରଜର ସବୁ ସିନେମାରେ ଅନ୍ତରା

Advertisment

ଚଳିତ ବର୍ଷ ରଜରେ ମୁକ୍ତିଲାଭ କରୁଥିବା ତିନିଟିଯାକ ଓଡ଼ିଆ ଛବିରେ କଣ୍ଠଦାନ କରିବାର ସୁଯୋଗ ପାଇଛନ୍ତି ସୁଗାୟିକା ଅନ୍ତରା ଚକ୍ରବର୍ତ୍ତୀ। ରଜର ପ୍ରଥମ ସିନେମା ‘ଫାଷ୍ଟ ଲଭ୍’ରେ ସୋମେଶ ଶତପଥୀଙ୍କ ସଂଗୀତ ନିର୍ଦ୍ଦେଶନାରେ ସେ ଗାଇଛନ୍ତି ‘ଜୟ ହୋ..’।

TW

ଚଳିତ ବର୍ଷ ରଜରେ ମୁକ୍ତିଲାଭ କରୁଥିବା ତିନିଟିଯାକ ଓଡ଼ିଆ ଛବିରେ କଣ୍ଠଦାନ କରିବାର ସୁଯୋଗ ପାଇଛନ୍ତି ସୁଗାୟିକା ଅନ୍ତରା ଚକ୍ରବର୍ତ୍ତୀ। ରଜର ପ୍ରଥମ ସିନେମା ‘ଫାଷ୍ଟ ଲଭ୍’ରେ ସୋମେଶ ଶତପଥୀଙ୍କ ସଂଗୀତ ନିର୍ଦ୍ଦେଶନାରେ ସେ ଗାଇଛନ୍ତି ‘ଜୟ ହୋ..’। ଏଣେ ଅଭିଜିତ ମଜୁମ୍‌ଦାରଙ୍କ ସ୍ବର ସଂଯୋଜିତ ‘ଅନନ୍ତା’ରେ ବି ରହିଛି ଅନ୍ତରାଙ୍କ ଦୁଇଟି ଗୀତ-‘ଆରେ ଅବୁଝା, ବାଇଆ ରଜା..’ ଓ ‘ମଲ୍ଲୀ ଢପ ଲୋ..’। ଠିକ୍ ସେହିପରି ଗୌରବ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶିତ ‘ବୋଉ ବୁଟୁ ଭୂତ’ରେ କୁଲଦୀପଙ୍କ ସହ ଅନ୍ତରା ଗାଇଥିବା ‘ଡୁଙ୍ଗୁ ଥିଲି..’ ଗୀତ ଇତିମଧ୍ୟରେ ବେଶ୍‌ ଚର୍ଚ୍ଚାରେ ରହିଛି। ଗୀତଗୁଡ଼ିକ ରଜ ପୂର୍ବରୁ ସୋସିଆଲ ମିଡିଆରେ ମୁକ୍ତିଲାଭ କରି ଟ୍ରେଣ୍ଡିଂରେ ଆସିବା ସହିତ ମିଲିୟନ ଭିଉ ଅତିକ୍ରମ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe