ରକୁଲ ପ୍ରୀତ୍‌ ସିଂହ ଫେରାର୍‌!

Advertisment
ରକୁଲ ପ୍ରୀତ୍‌ ସିଂହ ଫେରାର୍‌!

The News Minute

ଡ୍ରଗ୍ସ ସଂପୃକ୍ତିରେ ରିୟା ଏନ୍‌ସିବି ସମ୍ମୁଖରେ ରକୁଲ ପ୍ରୀତ୍‌ ସିଂହଙ୍କ ନାମ ନେବା ପରେ ରକୁଲ ଫେରାର ଥିବା ଚର୍ଚ୍ଚା ହେଉଛି। ତେବେ ରକୁଲଙ୍କ ଫ୍ଲାଟ୍‌ର ସୁରକ୍ଷାକର୍ମୀଙ୍କ କହିବା ଅନୁଯାୟୀ, ରକୁଲ ଗତ କିଛି ଦିନ ହେଲା ମୁମ୍ବାଇରେ ନାହାନ୍ତି। ହାଇଦ୍ରାବାଦ୍‌ରେ ସେ ଚଳଚ୍ଚିତ୍ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଖାଲି ରକୁଲ ନୁହନ୍ତି, ରିୟା ଏନ୍‌ସିବି ସମ୍ମୁଖରେ ଡ୍ରଗ୍ସ କାରବାର ନେଇ କହିଥିବା ୨୫ ଜଣ ସେଲିବ୍ରିଟିଙ୍କ ମଧ୍ୟରୁ କେହି ବି ମୁମ୍ବାଇରେ ନଥିବା ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe