ରଣବୀର-ଆଲିଆ ଇଲୁ ଇଲୁ

Advertisment
ରଣବୀର-ଆଲିଆ ଇଲୁ ଇଲୁ

Mumbai Mirror

ଦୀପିକା ଓ କ୍ୟାଟ୍ରିନାଙ୍କ ଠାରୁ ପ୍ରେମରେ ଅସଫଳ ହେବା ପରେ ରଣବୀର ଧୀରେ ଧୀରେ ଆଲିଆ ଭଟ୍ଟଙ୍କ ସହିତ ଯୋଡ଼ି ହେଲେ। ପ୍ରଥମେ ପ୍ରେମ ଏବଂ ପରେ ଜୀବନସାଥୀ ‌ହେବାର ଯୋଜନା କଲେ। ମୁମ୍ବାଇରେ କପୁର୍ ଖାନ୍‌ଦାନ ସହ ଭଟ୍ଟ ଖାନ୍‌ଦାନର ଏଇ ଅପୂର୍ବ ସଂଯୋଗକୁ ବଲିଉଡ୍‌ରେ ଅନେକ ମଧ୍ୟ ପସନ୍ଦ କଲେ।

ରଣବୀରଙ୍କ ବାପା ଋଷି କପୁର ଥିବାବେଳେ ଆଲିଆଙ୍କ ସହ ତା‌ଙ୍କ ସମ୍ପର୍କ ମଧ୍ୟ ଗଢ଼ିଉଠିଥିଲା। ଏହାକୁ ଉଭୟ ଋଷି ଓ ନିତୁ ମଧ୍ୟ ସ୍ବୀକୃତି ଦେଇଥିଲେ। ବାସ୍ତବ ଜୀବନରେ ପ୍ରେମ ଫାଶରେ ଛନ୍ଦି ହେଇଥିବା ରଣବୀର ଓ ଆଲିଆଙ୍କ ପରଦା ଜୀବନର ଏକ ଅବସ୍ମରଣୀୟ ପ୍ରେମ କାହାଣୀ ଆଗକୁ ଆସୁଛି ଯାହାର ଶୀର୍ଷକ ରହିଛି ‘ବ୍ରହ୍ମାସ୍ତ୍ର’। ଧର୍ମା ପ୍ରଡକ୍ସନର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆୟାନ୍ ମୁଖାର୍ଜୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe